Odia News Portal

ଶଶୀଙ୍କ ମାଷ୍ଟର ଷ୍ଟ୍ରୋକରେ ଗଡ଼ଫାଦର ଚିତପଟାଙ୍ଗ

ବଳିଷ୍ଠ ନେତୃତ୍ୱ ଆଗରେ କାମଦେଲାନି ବିଦ୍ରୋହୀ ଙ୍କ ବିଦ୍ରୋହ  କେନ୍ଦ୍ରାପଡାରେ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଚର୍ଚ୍ଚା କିନ୍ତୁ ଥମିବାର ନାଁ ଧରୁନାହିଁ । କେନ୍ଦ୍ରାପଡା ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଶଶୀ ଭୂଷଣ ବେହେରାଙ୍କ ସଫଳ ଗୋଟିଚାଳନା ବିରୋଧୀଙ୍କ ନିଦ…

ନମିତା ଟପ୍ପୋଙ୍କୁ ଏକଲବ୍ୟ

ଭୁବନେଶ୍ୱର () ଚଳିତ ବର୍ଷ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଖ୍ୟାତନାମା ହକି ଖେଳାଳି ନମିତା ଟପ୍ପୋ। ତାଙ୍କୁ ୨୮ ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ବିଜେତା…

ବିଜେଡି ବାଲେଶ୍ୱରରେ ଟପ କରିବ

ଭୁବନେଶ୍ୱର()  ରାଜ୍ୟର ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ମଙ୍ଗଳବାର ମତ ଦାନ ଶେଷ ହୋଇଛି ।  ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ ହୋଇଯାଇଛି । ଆସନ୍ତା ୧୦ ତାରିଖରେ ଭୋଟ  ଗଣତି କରାଯିବା ପରେ ଫଳାଫଳ ଜଣାପଡ଼ିବ । ତେବେ ଏହା ପୂର୍ବରୁ କେଉଁ ଦଳ ଉଭୟ …

ଡିଜିପିଙ୍କ ମାଓ ସ୍ଥିତିର ସମୀକ୍ଷା

ମାଲକାନଗିରି ()  ଲାଲଗଡରେ ଡିଜିପି ଅଭୟ । ମାଲକାନଗିରିର ଲାଲଗଡ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳର ଗୋରାସେତୁରେ ପହଞ୍ଚିଲେ ଡିଜିପି ଅଭୟ କୁମାର। ଗୋରୋସେତୁ ବିଏସଏଫ କ୍ୟାମ୍ପରେ ଡିଜିପିଙ୍କ ଏହା ପ୍ରଥମ ଗସ୍ତ । ତାଙ୍କ ସହିତ ମାଲକାନଗିରିର ଏସପି ଋଷିକେଶ ଖିଲାରୀ ଉପସ୍ଥିତ ରହିଛନ୍ତି ।…

ବିଡେନଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବିଡେନ ଓ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟରେ ଅଭିନନ୍ଦନ ଜଣାଇ ଲେଖିଛନ୍ତି ଯେ, ଜୋ ବିଡେନଙ୍କ କାର୍ୟ୍ୟକାଳ ସମୟରେ ଭାରତ ସହ ଆମେରିକାର ସମ୍ପର୍କ ଆହୁରି…

ମୁଁ ଜିତିଛି ନିର୍ବାଚନ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋଏ ବାଇଡେନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧରାଶାୟୀ କରିଛନ୍ତି।ଏଥିସହ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ହୋଇଛନ୍ତି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଏବେ ମଧ୍ୟ ପରାଜୟ ସ୍ଵୀକାର କରି ନାହାନ୍ତି। ବାଇଡେନଙ୍କ ବିଜୟ…

ଲୁଚା ଛପାରେ କୋଚିଂ ସେଣ୍ଟରରେ ପାଠପଢା

ଭୁବନେଶ୍ୱର()   ସରକାରଙ୍କ କଟକଣାକୁ ଆଉ କୋଚିଂ ସେଌକ୍ଷଗ୍ଧ;ରଗୁଡିକ ମାନୁ ନାହାନ୍ତି । କିଏ କବାଟ କିଳି ପିଲାଙ୍କୁ କୋଚିଂ ଦେଉଛି ତ ଆଉ କିଏ ଖୁଲମ ଖୁଲା ସେଌକ୍ଷଗ୍ଧ;ର ଚଳାଇଲାଣି । ରାଜ୍ୟର ଅନ୍ୟ ଅଞ୍ଚଳ ତ ଦୂରରକଥା, ଖୋଦ ରାଜଧାନୀରେ କୋଚିଂ ସେଌକ୍ଷଗ୍ଧ;ରଗୁଡିକର ଏଭଳି କାର୍ଯ୍ୟ…

କମିବନି ଏସସି/ଏସଟି ପିଲାଙ୍କ ଛାତ୍ରବୃତ୍ତି ରାଶି

ଭୁବନେଶ୍ୱର()  ଏସସି/ଏସଟି ମାଟ୍ରିକ ଛାତ୍ର ବୃତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ ।  ବର୍ତ୍ତମାନର ପ୍ରଚଳିତ ହାରରେ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଆଯିବ ।  ଛାତ୍ରବୃତ୍ତି ଅପରିବର୍ତ୍ତିତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏସସି/ଏସଟି  ଉନ୍ନୟନ ବିଭାଗର ଏ…

ଜୋ ବିଡେନଙ୍କୁ ଶୁଭେଚ୍ଛା ଜଣାଇଲେ ରାହୁଲ

ନୂଆଦିଲ୍ଲୀ() ଆମେରିକାର ୪୬ ତମ ରାଷ୍ଟ୍ରପତି ହେବେ ଜୋ ବାଇଡେନ୍‌। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେଲେ ଜୋ ବାଇଡେନ୍‌। ଡେମୋକ୍ରେଟ୍‌ ଦଳର ପ୍ରାର୍ଥୀ ଭାବେ ସେ ନିର୍ବାଚନ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଥିଲେ। ସେ ମ୍ୟାଜିକ୍‌ ନମ୍ବର ୨୭୦ ଇଲେକ୍ଟ୍ରରାଲ ଭୋଟ୍‌ରପୁ ଅଧିକ…

ଆଇପିଏଲରେ ଏକ ଅଲୋଡା ରେକର୍ଡର ଅଧିକାରୀ ହେଲେ ରୋହିତ ଶର୍ମା

ମୁମ୍ବାଇ()   ଆଇପିଏଲରେ ଆଉ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି ଭାରତୀୟ ଉପ ଅଧିନାୟକ ରୋହିତ ଶର୍ମା । ଚଳିତ ସିଜିନରେ ରୋହିତଙ୍କ ବ୍ୟାଟ ନୀରବ ରହିଥିବା ବେଳେ ମୁମ୍ବାଇ କିନ୍ତୁ ପ୍ରଥମ ଦଳ ଭାବରେ ଫାଇନାଲରେ ପ୍ରବେଶ କରି ସାରିଛି । କ୍ୱାଲିଫାୟର-୧ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲରେ ଖାତା…