୭ ଦିନରେ ଆସିବ କରୋନା ଟିକା
ୱାଶିଂଟନ() ଲୋକଙ୍କ ପାଖରେ କରୋନା ଟିକା କେବେ ପହଞ୍ଚିବ? ତା’କୁ ନେଇ ଚାଲିଥିବା ବିତର୍କ ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ବର୍ତ୍ତମାନ କରୋନା ଟିକା ପ୍ରସ୍ତୁତ ହୋଇଯାଇଛି ଓ ଆସନ୍ତା ସପ୍ତାହକ ମଧ୍ୟରେ ଏହା ବଜାରକୁ ଆସିବ।
ଆମେରିକା…
