Odia News Portal

ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ଭୁବନେଶ୍ୱର() ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଆଜି ଚିଠି ଲେଖିଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ଓଟିଭି ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଦେଇଛନ୍ତି ଚନ୍ଦ୍ରାଣୀ । ସାଂସଦ ଚନ୍ଦ୍ରାଣୀ କହିଛନ୍ତି ଯେ, ‘ଅଶ୍ଳୀଳ ଭିଡିଓ ଭାଇରାଲ କରି ମାନସିକ ନିର୍ଯ୍ୟାତନା ଦେଇଛନ୍ତି । ମୋତେ…

ଓକିଲ ସଂଘ ନିର୍ବାଚନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର()  ରାଜ୍ୟର ସବୁ ଓକିଲ ସଂଘ ନିର୍ବାଚନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଏପରିକି ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ଶେଷ କରିବା ସହ ଫଳାଫଳ ଘୋଷଣା କରିବାକୁ…

ବଡ ଖବର, ଆଉ ୧୭ ମୁଣ୍ଡ ନେଲା କରୋନା, ଭୁବନେଶ୍ୱରରୁ ୩

ଭୁବନେଶ୍ୱର() ଆଜି ୧୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୫୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଭୁବନେଶ୍ୱର ଓ କଟକରୁ…

ଆଜି ୧୯୮୨ ପଜିଟିଭ୍‌ , ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର()  ରାଜ୍ୟରେ ଆଜି ୧୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୫୬ ଜଣ ଚିହ୍ନଟ ହୋଇଥିବାବେଳେ ୮୨୬ଟି ଲୋକାଲ କେସ୍‌ ରହିଛି।…

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର() ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କୁ ରାଜନଗର ବନବିଭାଗ ପ୍ରବେଶ କରିବାକୁ ଅନୁମତି ମିଳିଛି । ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା ସ୍ଥଳପଥର ପ୍ରବେଶ ପଥ, ଗୁପ୍ତି, ଖୋଳା ଓ ଚାନ୍ଦବାଲିରୁ ବୋଟ୍‌ ଯୋଗେ ଭିତରକନିକା ଯାଇ…

ସିଲ୍ ହେଲା ରାଜଧାନୀର ଇକୋସ୍ ବାର

ଭୁବନେଶ୍ୱର() କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ସିଲ୍ ହେଲା ବାର୍ । ରାଜଧାନୀର ଇନ୍ଫୋସିଟି ଅଞ୍ଚଳରେ ଥିବା ଇକୋସ୍ ବାରକୁ ଚଢାଉ କରି ସିଲ୍ କରିଛି ପୋଲିସ । ଏହି ବାର୍‌ରେ ଜନ୍ମଦିନ ପାଳନ ବେଳେ କୋଭିଡ୍ ନିୟମ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା । ଜନ୍ମଦିନ…

୨୨ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର() ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେବ । ଯାହା ପରବର୍ତ୍ତୀ ୨୪ ଘଣ୍ଟାରେ ଭୀଷଣ ହେବ। ଫଳରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍‌…

ରାଜଧାନୀରେ ନାରୀ ନେତ୍ରୀଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର() ରାଜଧାନୀରେ ଏବେ ଜଣେ ନାରୀ ନେତ୍ରୀଙ୍କୁ ନେଇ ଚର୍ଚ୍ଚା । ନେତ୍ରୀ ଜଣଙ୍କ ଗୋଟିଏ ଦଳର ପଦ ପଦବୀରେ ଅଛନ୍ତି । ହେଲେ ତାଙ୍କ ଅଭିଯୋଗ ଆଧାରରେ ଜଣେ ଯୁବକ ଧର୍ଷଣ ଅଭିଯୋଗରେ ଜେଲ୍‍ରେ ଥିବାବେଳେ ପତିଙ୍କ ସହିତ ତାଙ୍କର ୨୦ଲକ୍ଷ ଟଙ୍କା ମୁଚାଲିକାରେ ଛାଡପତ୍ର ହୋଇ ଯାଇଛି । ସେହିଭଳି…

ପୁରୀ ବଜାରରେ ବଢୁଛି ହିରୋ ବାଇକର ଚାହିଦା

ପୁରୀ()  ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଅଟୋ ମୋବାଇଲ କମ୍ପାନୀ ଗୁଡିକ ନିଜ ଆକର୍ଷଣୀୟ ଅଫରରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପ୍ରଚେଷ୍ଟା ଆରମ୍ଭ କଲେଣି । ତେବେ ହିରୋ ଅଟୋମୋବାଇଲ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଆକର୍ଷଣୀୟ ଅଫର। ଯେଉଁଥିପାଇ ଏହାର ଚାହିଦା ବଢ଼ିବାରେ ଲାଗିଛି । ବିଶେଷ କରି…

କମିଶନରଙ୍କ ଦାଦା ସାବାଡ ଅଭିଯାନକୁ ସବୁ ମହଲରୁ ପ୍ରଶଂସା

ଭୁବନେଶ୍ୱର()  ଟ୍ୱିନ ସିଟି ପୁଲିସ୍‍ କମିଶନରଙ୍କ ନାଲିଆଖି ପରେ ଏବେ ବଟି ଆଦାୟ କରୁଥିବା ଦାଦାଙ୍କ ଉପରେ ଭାରି ପଡିବା ଆରମ୍ଭ କରି କମିଶନରେଟ ପୁଲିସ୍‍ । ଆଜିଠାରୁ ଉଭୟ ସହରରେ ଆରମ୍ଭ ହୋଇଛି ଦାଦା ସାବାଡ ଅଭିଯାନ । ସବୁ ସ୍ତରରୁ ଏହାକୁ ପ୍ରଶଂସା କରାଯାଉଥିବାବେଳେ ଅନୁରୂପ ଷ୍ଟାଇଲରେ…