Odia News Portal

ସିଙ୍ଗର ଏ ଆର ରେହମାନଙ୍କ ମା’ଙ୍କ ପରଲୋକ

ଚେନ୍ନାଇ: ପ୍ରସିଦ୍ଧ ବଲିଉଡ୍ ସିଙ୍ଗର ଏ ଆର ରେହମାନଙ୍କ ମା’ଙ୍କ ପରଲୋକ । ରେହମାନଙ୍କ ମା କରିମା ବେଗମ୍‌ କିଛି ଦିନ ହେବ ଅସୁସ୍ଥ ଥିଲେ । ମାଙ୍କ ବିୟୋଗରେ ଏ ଆର ରେହମାନ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରି ନିଜ ମାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତେବେ ମାଙ୍କ ଅତି ନିକଟତର

ସରକାରୀ ସ୍କୁଲରେ ପଢ଼ିଲେ ମିଳିବ ସଂରକ୍ଷଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶେଷ ହେଲା ୨୦୨୦ର ଶେଷ କ୍ୟାବିନେଟ ଯେଉଁଥିରେ ୧୨ଟି ପ୍ରସ୍ତାବ ଉପରେ ବାଜିଛି ମୋହର | ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ିଲେ ଉଚ୍ଚଶିକ୍ଷାରେ ମିଳିବ ସଂରକ୍ଷଣ ମେଧାବୀ ପିଲାଙ୍କ ଡାକ୍ତର ଓ ଇଂଜିନିୟର ହେବା ସ୍ୱପ୍ନକୁ ସାକାର କରିବେ ନବୀନ ସରକାର

ଟ୍ୱିନସିଟିରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା

କଟକ: ଭୁବନେଶ୍ୱର ପରେ ଏବେ କଟକରେ ମଧ୍ୟ ଆଉ ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରେସନ । ଏ ନେଇ କଟକଣା ଜାରି କରିଛି ସିଏମ୍‌ସି । କରୋନାକୁ ଦୃଷ୍ଟିରେ ରଖି କଟକରେ ହୋଟେଲ, କ୍ଲବ କିମ୍ବା କୌଣସି ମଣ୍ଡପରେ ଜିରୋ ନାଇଟ୍ ସେଲିବ୍ରେସନ ​‌ହେବ ନାହିଁ। କୌଣସି ସ୍ଥାନରେ ଗହଳି ନ କରିବାକୁ ​‌ସିଏମ୍‌ସି

୩୦ରେ କୃଷକ ସଙ୍ଗଠନ ସହ ଆଲୋଚନା କରିବ କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି | କୃଷକ ସଙ୍ଗଠନ ସହ ଆଲୋଚନା କରିବାକୁ ପୁଣି ଆଗେଇ ଆସିଛନ୍ତି କେନ୍ଦ୍ର ସରକାର । ଯଦିଓ ପୂର୍ବରୁ ହୋଇଥିବା ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା ତେଣୁ ଏଥର କିଛି ଠୋସ୍ ନିଷ୍ପତ୍ତି ହେବ ବୋଲି କେନ୍ଦ୍ର ସରକାର ପୁଣି ଥରେ

ବିରାଟ କୋହଲି ହେଲେ ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର

ଦୁବାଇ: ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର | ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ କ୍ରିକେଟର ଭାବରେ ବିବେଚିତ କରାଯାଇଛି । ଏଥିପାଇଁ ଆଇସିସି ତାଙ୍କୁ ସମ୍ମାନଜନକ ସାର୍‌ ଗାରଫିଲ୍ଡ ସୋବର୍ସ ସମ୍ମାନରେ ସମ୍ମାନିତ କରିଛି। ଏଥିସହ ବିରାଟ ଦଶନ୍ଧିର ଶ୍ରେଷ୍ଠ

ପତ୍ନୀଙ୍କ ସହ ହନିମୁନ୍‌ର ରୋମାଣ୍ଟିକ ଫଟୋ ସେୟାର କଲେ ଶାହିର

ମୁମ୍ବାଇ: ସିରିଏଲ ଅଭିନେତା ଶାହିର ଶେଖ୍ ତାଙ୍କ ପତ୍ନୀ ରୁଚିକା କପୁରଙ୍କ ସହ ଛୁଟି କଟାଉଛନ୍ତି । ଅଭିନେତା ଶାହିର ଶେଖ୍ ଲୁଚାଛପା କୋର୍ଟ ମ୍ୟାରେଜ କରିବା ପରେ ଏବେ ପତ୍ନୀଙ୍କ ସହ ହନିମୁନ୍‌ରେ କ୍ୱାଲିଟି ସମୟ ବିତାଉଛନ୍ତି । ବିବାହ ପରେ ଦୁହେଁ ବୁଲିବା ନିମନ୍ତେ ଭୁଟାନ ଯାଇଛନ୍ତି ।

ଗୁହାଳରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହେଲେ ନବବଧୂ

ଗଞ୍ଜାମ: ଯୌତୁକ ନିର୍ଯାତନାର ଶିକାର ହେଲେ ନବ ଵିବାହିତା | ଗୁହାଳରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହେଲେ ନବବଧୂ । ଏଭଳି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଗଞ୍ଜାମ ବୁଗୁଡ଼ା ଥାନା ମକରାପଲ୍ଲୀ ଅଞ୍ଚଳରେ ଘଟିଛି। ଶାଶୁ ଘର ଲୋକେ ବୋହୂକୁ ମାଡ଼ ମାରିବା ସହ ହାତଗୋଡ ବାନ୍ଧି ଦେଇ ଗୁହାଳରେ ପକାଇ

ନରସିଂହ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅସୁସ୍ଥ କଂଗ୍ରେସ ଦଳର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ପରିବାର ସଦସ୍ୟଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ପରିବାର ସଦସ୍ୟଙ୍କ ଠାରୁ ନରସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ

ରାଜ୍ୟରେ ମିଳୁନାହିଁ ୬୨ ବ୍ରିଟେନ ଫେରନ୍ତାଙ୍କ ପତ୍ତା

ଭୁବନେଶ୍ୱର: ରାଜ୍ୟରେ ମିଳୁ ନାହାନ୍ତି ୬୨ ବ୍ରିଟେନ ଫେରନ୍ତା | ରାଜ୍ୟରେ ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜି ଖୋଜି ନୟାନ୍ତ ହେଲାଣି ସ୍ୱାସ୍ଥ୍ୟ ବିଭାଗ । ନଭେମ୍ବର ୩୦ରୁ ଡିସେମ୍ବର ୨୧ ପର୍ଯ୍ୟନ୍ତ ଲଣ୍ଡନରୁ ୧୮୧ଜଣ ଓଡ଼ିଶା ଫେରିଛନ୍ତି । ଯେଉଁଥିରୁ ୧୧୯ ଜଣଙ୍କ ପତ୍ତା ମିଳିଯାଇଛି ଏବଂ

ବନ୍ଧୁକ ମୁନରେ ୯ ଲକ୍ଷ ଟଙ୍କା ଲୁଟ୍

ଗଞ୍ଜାମ: ଦିନ ଦ୍ୱିପ୍ରହରରେ ବନ୍ଧୁକ ମୁନରେ ଲୁଟ୍ ହୋଇଛି ୯.୨ ଲକ୍ଷ ଟଙ୍କା । ଆଜି ଗୋଟିଏ ଦିନରେ ଗଞ୍ଜାମ ଜିଲ୍ଲାରେ ଲୁଟ ଘଟିଥିବା ବେଳେ ବାଲେଶ୍ୱରରେ ମଧ୍ୟ ସମାନ ଢଙ୍ଗରେ ଘଟିଛି ଲୁଟ ଘଟଣା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗାଁ ସ୍କୁଲ ନିକଟରୁ ବନ୍ଧୁକ ଦେଖାଇ ୬