ବାଲେଶ୍ବର ବିଜେପି କର୍ମୀ ବିଜେଡିରେ
ବାଲେଶ୍ବର() ବାଲେଶ୍ବରରେ ବିଜେପିରେ ଅର୍ନ୍ତଦ୍ବନ୍ଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଇତି ମଧ୍ୟରେ ବିଜେପିର ବହୁ ଛାମୁଆ କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ବ ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗ ଦେବାକୁ ଲାଗିଛନ୍ତି । ଦଳ ଛାଡି ବିଜେଡି ମୁହାଁ ହୋଇଛନ୍ତି…
