Sign in
Sign in
Recover your password.
A password will be e-mailed to you.
ରାଜନୈତିକ ହିଂସାକାଣ୍ଡ ତାଲିକା ଦେଲେ ସାଂସଦ
ଭୁବନେଶ୍ୱର: ରାଜ୍ୟ ପୁଲିସ ମୁଖିଆଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତ କିଛି ବର୍ଷ ଭିତରେ ୧୫ ଜଣ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ଚିଠିରେ ଅପରାଜିତା ଉଲ୍ଲେଖ କରିଛନ୍ତି।
ସାଂସଦ ଚିଠିଲେ ଲେଖିଛନ୍ତି, “ଗତ ପଞ୍ଚାୟତ ନିର୍ବାଚନରେ!-->!-->!-->!-->!-->…
ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ସ୍କୁଲ ଖୋଲିବା ପରେ ସ୍ଥିତି ପରଖିଲେ ଗଣଶିକ୍ଷା ମନ୍ତ୍ରୀ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସରକାର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ କେବଳ ସ୍କୁଲକୁ ଯିବାକୁ ଅନୁମତି ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରାଜଧାନୀରେ ଥିବା!-->…
ଯୁବ ଇଞ୍ଜିନିୟର ସାଇବର ଠକେଇର ଶିକାର
ଭୁବନେଶ୍ୱର: ସିଲିଗୁଡିରୁ କଲଗାର୍ଲ ଯୋଗାଇଦେବାକୁ କହି ଚୂନ ଲଗାଇଲା ସାଇବର ଠକ । ଲୋଭରେ ପଡି ୯୪ ହଜାର ଟଙ୍କା ହରାଇଲେ ଭୁବନେଶ୍ୱରର ଯୁବକ । ଏସକର୍ଟ ସର୍ଭିସ ନାଁରେ ଗୁଗୁଲ ପେ ମାଧ୍ୟମରେ ହୋଇଥିବା ଏହି ବଡଧରଣର ଠକେଇ ନେଇ ସାଇବର ହେଲ୍ପ ଡେକ୍ସରେ ଅଭିଯୋଗ ହୋଇଛି । ସାଇବର ଠକେଇ ରୋକିବାକୁ!-->…
ଡିଜିପି ଅଫିସ ଘେରିଲା ବିଜେପି
କଟକ: ମାହାଙ୍ଗାର ଡବଲ ମର୍ଡର ମାମଲାକୁ ନେଇ ତେଜୁଛି ରାଜନୀତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି ଦଳ। ରାଜ୍ୟର ବିଭିନ୍ନ ଥାନା ଓ ଏସପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ। ସୂଚନା ଅନୁସାରେ,!-->…
ମହିଳା କମିଶନ ସଦସ୍ୟାଙ୍କ ବିବାଦୀୟ ବୟାନ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ବଦାୟୁ ଜିଲ୍ଲାରେ ମହିଳାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ ଗୁରୁବାର ଦିନ ପୀଡିତାଙ୍କ ପରିବାର ନିକଟକୁ ଗସ୍ତ କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ସହିତ ବୈଠକ ମଧ୍ୟ କରିଥିଲେ । କିନ୍ତୁ ଏହି ସମୟରେ!-->…
ନାର୍କୋ ଟେଷ୍ଟକୁ ପରୀ ଅଭିଯୁକ୍ତର ନା
ନୟାଗଡ଼: ନାର୍କୋ ଟେଷ୍ଟକୁ ନାବାଳକ ଅଭିଯୁକ୍ତଙ୍କ ନା| ନାର୍କୋ ଟେଷ୍ଟ ନିମନ୍ତେ ଅମଙ୍ଗ ହେଲେ ଅଭିଯୁକ୍ତ । ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର ହୋଇଥିବା ବେଳେ ସେଠାରେ ନାର୍କୋ ଟେଷ୍ଟ!-->…
