Odia News Portal

ଡବଲ୍ ମର୍ଡର: ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଗିରଫ | ଏହାସହ ଗିରଫଦାରୀ ସଂଖ୍ୟା ୬ରେ ପହଞ୍ଚି ଥିବା ବେଳେ ଏବେ ବି ୪ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ । ୫ ତାରିଖରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଗତକାଲି ଆଉଜଣେ ଅଭିଯୁକ୍ତକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା । ମଙ୍ଗଳବାର

ଘୋଷଣା ହେଲା ୧୧ ଜଣିଆ ଭାରତୀୟ ଦଳ

ସିଡନୀ: ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ । ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଆଜି ୧୧ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି । ତୃତୀୟ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଛନ୍ତି । ସେହିପରି ଏହି ଟେଷ୍ଟ ମ୍ୟାଚରେ

ଆଗାମୀ ୨ ମାସ ସତର୍କ ରୁହ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ । କୋଭିଡ ପରିସ୍ଥିତି ଓ ଟିକାକରଣ ସମ୍ପର୍କରେ ସମୀକ୍ଷା ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠୁ ନେଇ ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ଖୋଲିଥିବା ବେଳେ ଖୁବଶୀଘ୍ର

ଓଡ଼ିଶାରେ ନାହିଁ ବାର୍ଡ ଫ୍ଲୁ ଭୟ

ଭୁବନେଶ୍ୱର : ରାଜ୍ୟରେ ନାହିଁ ବାର୍ଡ ଫ୍ଲୁ ଭୟ । ତେଣୁ ରାଜ୍ୟବାସୀ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ବାର୍ଡ ଫ୍ଲୁ ସତର୍କତା ରିଭ୍ୟୁ ବୈଠକ ପରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆମ ରାଜ୍ୟରେ ଏପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି

ମଦ୍ୟପ ପୋଲିସ୍ ବାବୁଙ୍କ ବର୍ବରତା

କୋରାପୁଟ : ସୀମା ଟପିଲା ବର୍ବରତା | ଚା’ ଦେବାରେ ବିଳମ୍ବ ହେବାରୁ ରାଗିଲେ ପୋଲିସ୍ ବାବୁ। ରାଗ ଉପରେ ନିୟନ୍ତ୍ରଣ ହରାଇ ବୃଦ୍ଧାଙ୍କ ପିଠିରେ ଢ଼ାଳି ଦେଲେ ଗରମ ଚାହା । ହାବିଲଦାରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ବୃଦ୍ଧା। କୋରାପୁଟ ଜିଲ୍ଲା ଦାମନଯୋଡି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା

ଗାଈ ପାଟିରେ ଫୁଟିଲା ବୋମା

ବ୍ରହ୍ମପୁର : ଗାଈ ପାଟିରେ ଫୁଟିଲା ବୋମା | ବାର୍‌ହା ଶିକାର ପାଇଁ ବିଲରେ ବୋମା ବିଛା ଯାଇଥିବା ବେଳେ ସେହି ବୋମାକୁ ବିଲରେ ଚରୁଥିବା ଗାଈ ଖାଇ ଦେଇଥିଲା । ଯାହା ଫଳରେ ବୋମାଟି ଗାଈ ପାଟିରେ ବିସ୍ଫୋରଣ ହୋଇଥିଲା । ସଦର ଥାନା କୁକୁଡ଼ାଖଣ୍ଡି କାଳୁଆ ରୋଡ ନିକଟ ଏକ ବିଲରେ ଏହି ଭଳି ଅଭାବନୀୟ

ଆରଏସପିର ଦୁଇ ଡିଜିଏମ୍‌ ନିଲମ୍ବିତ

ରାଉରକେଲା : ଆଜି ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ ହୋଇ ୪ ଜଣ ପ୍ରାଣ ହରାଇଛନ୍ତି । ତେବେ ଏନେଇ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୨ଜଣ ଡିଜିଏମଙ୍କୁ ନିଲମ୍ବିତ କରାଯାଇଛି | କର୍ତ୍ତବ୍ୟରେ ଅବହେଳା ଦର୍ଶାଇ କୋଲ୍‌ କେମିକାଲ ଡିପାର୍ଟମେଣ୍ଟର ଡିଜିଏମ ଏନ୍‌. ଦାସ ଓ ଏନର୍ଜି

ପଦ୍ମାକୁ ମିଳିଲେ ନୂଆ ବନ୍ଧୁ

ଢେଙ୍କାନାଳ : ପଦ୍ମାକୁ ମିଳିଲେ ନୂଆ ବନ୍ଧୁ | ବ୍ରହ୍ମପୁରରୁ ଉଦ୍ଧାର କରି କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଛଡ଼ା ଯାଇଥିବା ଗୋଠଛଡ଼ା ହାତୀଛୁଆ ପଦ୍ମାକୁ ମିଳିଛନ୍ତି ନୂଆ ବନ୍ଧୁ । ନୂଆ ବନ୍ଧୁକୁ ପାଇ ଏବେ ଖୁବ୍‌ ଖୁସୀ କୁନି ହାତୀଛୁଆ ପଦ୍ମ। | ଆଉ ପଦ୍ମାକୁ ମଧ୍ୟ ଖୁବ ଆଦରରେ ଆପଣାଇ

ଦର୍ଶନ ପାଇଁ କୋହଳ ହେଲା କଟକଣା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିରରେ ସାଧାରଣ ଦର୍ଶନ। ତେବେ ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ଲିଙ୍ଗରାଜ ମନ୍ଦିରରେ କଟକଣା କୋହଳ କରାଯାଇଛି ।ମନ୍ଦିର ମଧ୍ୟକୁ ପ୍ରବେଶ ନିମନ୍ତେ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇ ଥିବା ସମୟରେ ବୟସସୀମା ଉପରୁ ପ୍ରତିବନ୍ଧକ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ: ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ବନକଲାଗି ନୀତି । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଥିବା ବେଳେ ମହାପ୍ରଭୁଙ୍କ ଏହି ଗୁପ୍ତ ସେବା ପ୍ରାୟ ୪ ଘଣ୍ଟା ଧରି ଚାଲିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର