ଅର୍ଥନୀତିରେ ଦୁଇ ଜଣଙ୍କୁ ନୋବେଲ
ନୂଆଦିଲ୍ଲୀ() ନୋବେଲ କମିଟି ପକ୍ଷରୁ ଆଜି ଅର୍ଥନୀତିରେ ନୋବେଲ ପୁରସ୍କାର ବିଜୟୀଙ୍କ ନାମ ଘୋଷଣା କରାଯାଇଛି । ୨୦୨୦ ବର୍ଷ ପାଇଁ ଦୁଇ ଅର୍ଥନୀତିଜ୍ଞ ପଲ ଅର ମିଲଗ୍ରମ ଏବଂ ରବର୍ଟ ବି ୱିଲସନଙ୍କ ନାମ ସୋମବାର ଦିନ ଘୋଷଣା କରାଯାଇଛି । ନିଲାମୀକୁ ନେଇ ରହିଥିବା ନିୟମରେ ପରିବର୍ତ୍ତନ ଏବଂ ନୂତନ…
