Odia News Portal

ଆଜି ଆଉ ୧୬ ଜଣଙ୍କ ମୃତ୍ୟୁ, ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର() ଆଜି ରାଜ୍ୟରେ ୩୨୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି…

ଆଜି ୩୨୩୫ ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ପାର

ଭୁବନେଶ୍ୱର()  ରାଜ୍ୟରେ ଆଉ ୩୨୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୯୧୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୩୨୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ୬୦୯ରେ ପହଞ୍ଚିଛି ।…

ହୁ ହୁ ହୋଇ ବଢୁଛି ପିଆଜ ଦର, ଚିନ୍ତାରେ ଖାଉଟି

ଭୁବନେଶ୍ୱର() ଦୀର୍ଘ ମାସର ବ୍ୟବଧାନ ପରେ ପୁଣି ଖାଉଟିଙ୍କୁ କନ୍ଦାଇଛି ପିଆଜ ଦର । ଏବେ ହଠାତ୍ ପିଆଜ ଦର କିଲୋ ପିଛା ୫୦ ଟଙ୍କା ଟପିଯାଇଛି । କିଛି ଦିନ ପୂର୍ବରୁ ପିଆଜର ଖୁଚୁରା ଦର କେଜି ପ୍ରତି ୩୫ଟଙ୍କା ଥିବା ବେଳେ ଏବେ ୫୦ ଟଙ୍କା ଡେଇଁଛି ।ତେବେ ଆଗକୁ ଜଦି ଏମିତି ପରିସ୍ଥିତି ଲାଗି ରହିବ…

ବିଶ୍ୱବିଦ୍ୟାଳୟର ସ୍ୱାତନ୍ତ୍ରତା କ୍ଷୁଣ୍ଣ କରିବ ନାହିଁ

ଭୁବନେଶ୍ୱର() ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହରାଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା । ଏପରି ସ୍ଥିତିରେ ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର…

ଆହତ ଯୁବତୀଙ୍କୁ ନିଜ ଗାଡିରେ ନେଲେ ପାଣ୍ଡିଆନ

ପୁରୀ() ଦୁର୍ଘଟଣାରେ ଆହତ ଯୁବତୀଙ୍କୁ ନିଜ ଗାଡିରେ ନେଲେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଗତକାଲି ପୁରୀକୁ ଯିବା ସମୟରେ ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ପଡିଥିବା ଜଣେ ଯୁବତୀଙ୍କୁ ନିଜ କାରରେ ବସାଇ ନେଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ…

ମୃତ୍ୟୁହାର ନିୟନ୍ତ୍ରଣ ପାଇଁ ପ୍ରତିଷ୍ଠା ହେବ ‘ମା’ ଗୃହ’

ସୁନ୍ଦରଗଡ଼ () ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରୀ ଓ ଘରୋଇ ସହଭାଗିତା (ପିପିପି) ଉପରେ ଗୁରୁତ୍ୱ ଆରୋପ କରାଯାଉଛି। ନିକଟରେ ଏ ସମ୍ପର୍କରେ ଆୟୋଜିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଶେଷକରି,…

ଭୁବନେଶ୍ୱରରୁ ଆଉ ୩୧୯ ପଜିଟିଭ୍, କମୁଛି କ୍ୱାରେଣ୍ଟାଇନ କେସ, ବଢୁଛି ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୧୯ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୩୮ରେ ପହଞ୍ଚିଛି । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୬୨ ଜଣ ରହିଥିବା ବେଳେ ୨୫୭ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୩୫୩ ଜଣ ଆରୋଗ୍ୟ…

ସୁଶାନ୍ତଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ସାରା

ମୁମ୍ବାଇ () ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଜଡ଼ିତ ଡ୍ରଗ୍ସ କାରାବାରର ତଦନ୍ତ କରୁଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)। ଏହି କ୍ରମରେ ଏନସିବି ଆଜି ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ଜେରା କରିଛି। ତେବେ ଆଜି ଏନସିବିର…

ସମ୍ବିତ ଓ ଅପରାଜିତା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା

ନୂଆଦିଲ୍ଲୀ()  ବିଜେପି କେନ୍ଦ୍ରୀୟ ଟିମର ଆଜି ନୂଆ କର୍ମକର୍ତ୍ତାଙ୍କ ନାଁ ଘୋଷଣା ହୋଇଛି । ଏହାକୁ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା । ନୂଆ ଟିମରେ ୧୨ ଉପସଭାପତି ଓ ୮ ଜଣ ସାଧାରଣ ସମ୍ପାଦକ ରହିବେ । ସାଂସଦ ବିଶ୍ୱେଶ୍ୱର ଟୁଡୁ ହୋଇଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ।…

ସଂଧ୍ୟା ୭ଟା ପରେ ମହିଳା କର୍ମଚାରୀଙ୍କୁ ରଖିପାରିବେନି କୌଣସି ବି କଂପାନୀ ମାଲିକ

ନୂଆଦିଲ୍ଲୀ () ଏଣିକି ସକାଳ ୬ଟାରୁ ସଂଧ୍ୟା ୭ଟା ମଧ୍ୟରେ ରହିବ ମହିଳାଙ୍କ କାମ କରିବାର ସମୟ । ସଂଧ୍ୟା ୭ଟା ପରେ ମହିଳା କର୍ମଚାରୀଙ୍କୁ ରଖିପାରିବେନି କୌଣସି ବି କଂପାନୀ ମାଲିକ । ଯଦି କୌଣସି ସଂସ୍ଥା କିମ୍ବା କଂପାନୀ କୌଣସି ମହିଳା କର୍ମଚାରୀଙ୍କୁ ରାତି ୭ଟା ପରେ କାମ କରିବାକୁ କୁହନ୍ତି…