Odia News Portal

ବାପାକୁ କାଟିଦେଲା ପୁଅ, ଟାଟା ମୋଟର୍ସ ନାଁରେ ଲୋକଙ୍କୁ ଠକୁଥିଲା

ଭୁବନେଶ୍ୱର () ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଭୟ କାନ୍ତଙ୍କ ପୁଅ ଆକାଶ ପାଠକଙ୍କ ନାମରେ ଆଉ ଏକ ସାଂଘାତିକ ଠକେଇ ଓ ଜାଲିଆତିର ଅଭିଯୋଗ । ଅଭିଯୋଗ କରିଛି ଟାଟା ମୋଟର୍ସ । କ୍ରାଇମବ୍ରାଞ୍ଚରେ ହୋଇଛି ଅଭିଯୋଗ । ଟାଟା ମୋଟର୍ସର ଜେନରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତି ଏହି ଏତଲା ଦେଇଛନ୍ତି ।…

ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଲାଗୁ ହେଲା ୧୪୪ ଧାରା

ପୁରୀ()ଦେଶରେ କରୋନା ମହାମାରୀର ତୃତୀୟ ଲହରୀ ମାଡିଥିବା ବେଳେ ରାଜ୍ୟରେ ସଂକ୍ରମଣ କମିବାରେ ଲାଗିଛି । କିନ୍ତୁ ସତର୍କତା ଦୃଷ୍ଟିରୁ ଏବେବି କିଛି ଦିଗରେ କଟକଣା ଲାଗୁ କରାଯାଉଛି । ଏହାରି ମଧ୍ୟରେ ନାଗାର୍ଜୁନ ବେଶ ପାଇଁ ବଡଦାଣ୍ଡରେ ୧୪୪ ଧାରା ଲାଗୁ କରାଯିବ । ଆଜି ରାତି ୨ଟାରୁ ୧୪୪ ଧାରା…

ଏଣିକି ଦେହଜୀବୀଙ୍କୁ ପ୍ରତିମାସରେ ମିଳିବ ୫୦୦୦ ଟଙ୍କା

କରୋନା ସଂକ୍ରମଣ ଏବେ ବି ଦେଶରେ ଜାରି ରହିଛି। ଲକ୍‌ଡାଉନ୍‌ ଉଠିଥିଲେ ମଧ୍ୟ ଲୋକଙ୍କ ଜୀବନ ଯାତ୍ରା ସ୍ୱାଭାବିକ୍‌ ହୋଇନାହିଁ। କରୋନାର ପ୍ରଭାବ ଲୋକଙ୍କ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ଲୋକମାନେ ଏବେ ବି ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ଅନ୍ୟପଟେ ଦେହଜୀବୀଙ୍କ ଉପରେ ମଧ୍ୟ କରୋନାର…

ଡ.ଅଚ୍ୟୁତ ସାମନ୍ତଙ୍କୁ ICFAI ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ

ଭୁବନେଶ୍ବର() ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍‌ ଓ କିସ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ସିକିମର ICFAI (ଇକଫାଇ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପ୍ରଦାନ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସିକିମ୍‌ ରାଜ୍ୟପାଳ ଗଙ୍ଗା ପ୍ରସାଦ…

ସତ୍ୟ ଉନ୍ମୋଚନ ହେଉ, ପରୀ ନ୍ୟାୟ ପାଉ

ଭୁବନେଶ୍ୱର()  ନୟାଗଡ଼ ପରୀ ହତ୍ୟା ମାମଲାକୁ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ  ବିଧାନସଭାରେ ନିଜର ବିବୃତି ରଖିଛନ୍ତି । ସେ କହିଛନ୍ତି ଯେ, ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି । ଏନେଇ ମୁଁ ଗଭୀର ମର୍ମାହତ । ମୁଁ ହିଂସାକୁ ବିରୋଧ କରେ । କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି । ଯିଏ…

ପୁଣି ମୁଲତବୀ ଘୋଷଣା

ଭୁବନେଶ୍ୱର() ପୁଣି ନୟାଗଡ଼ର ପରୀ ମୃତୁ୍ୟ ପ୍ରସଙ୍ଗରେ ବିଧାନସଭାରରେ  ହଙ୍ଗାମା ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ଦଳର ସଦସ୍ୟ ହୋହାଲ୍ଲା କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟନାରାୟଣ ପୁଣି ୧୫ ମିନିଟ ପାଇଁ ଗୃହକୁ ମୁଲତବୀ କରିଦେଇଛନ୍ତି । ସକାଳେ ମଧ୍ୟ ଗୃହରେ ଏଭଳି…

ଚାକିରି ଆଇଏଫଏସ କିନ୍ତୁ କୁବେର ସହ ସମାନ, ଭିଜିଲାନ୍ସ କରୁଛି ବୟାନ ରେକର୍ଟ

ଭୁବନେଶ୍ବର () ଚାକିରି ଆଇଏଫଏସ କିନ୍ତୁ କୁବେର ସହ ସମାନ । ଏତେ ସଂପତ୍ତି ଯେ ତାର କଳନା କରାଯାଇପାରୁନି । ଭିଜିଲାନ୍ସ ଅଫିସରଙ୍କ ଅକଲ ଗୁଡୁମ ହୋଇଯାଇଛି । ଗତ ୪୮ ଘଣ୍ଟା ଧରି ଚଢାଉ ଚାଲୁଛି । ଭିଜିଲାନ୍ସ ଯେତେ ଖୋଜୁଛି ସେତେ ସମ୍ପତ୍ତି ବାହାରୁଛି । ଗତକାଲି ରାତି ତମାମ ଚଢାଉ ଚାଲିଥିଲା ।…

ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲା କେନ୍ଦ୍ର

ନୂଆଦିଲ୍ଲୀ() ଦେଶରେ କରୋନା ଭାଇରସର ବଢୁଥିବା ସଂଖ୍ୟକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କରିଛି କେନ୍ଦ୍ର । ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଏହାକୁ ବାତିଲ କରାଯାଇଛି । ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି ।…

ବାଦାମବାଡ଼ିରେ ଜଳିଗଲା ବସ

କଟକ()  କଟକ ବାଦାମବାଡ଼ିରେ ଗୁରୁବାର ଏକ ଅଘଟଣ ଘଟିଛି । ଏକ ଯାତ୍ରୀବାହୀ ବସ ଜଳିଯାଇଥିବା ଜଣାଯାଇଛି । ପାଲାମଣ୍ଡପ ପୁରୀ ବସ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଏକ ବସ ଜଳିଯାଇଛି । ତେବେ ବସ ଭିତରେ କୌଣସି ଯାତ୍ରୀ ନଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଖବର ଲେଖା ସୁଦ୍ଧା…

କରୋନାରେ ଆଉ ୧୭ ମୃତ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ବର()  ଆଜି ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୭୦୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ…