Odia News Portal

ଗିରଫ ହେଲେ ଧର୍ମା ପ୍ରଡକ୍ସନ ନିର୍ଦେଶକ କ୍ଷିତିଜ ପ୍ରସାଦ

ମୁମ୍ବାଇ ()  ଧର୍ମା ପ୍ରଡକ୍ସନ ନିର୍ଦେଶକ କ୍ଷିତିଜ ପ୍ରସାଦଙ୍କୁ ଶନିବାର ଦିନ ଏନସିବି ପଚରାଉଚୁରା ପାଇଁ ଡାକିଥିଲା । କ୍ଷିତିଜ ପ୍ରସାଦଙ୍କୁ ପଚରାଉଚୁରା ପରେ ଏନସିବି ଗିରଫ କରିଛି । ଏନସିବି ସୂତ୍ର ଅନୁଯାୟୀ, କ୍ଷିତିଜ ରବି ପ୍ରସାଦଙ୍କ ଘରେ ଏନସିବି ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ତାଙ୍କ…

୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ବିହାରରୁ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ଏକ ଟ୍ରପଲାଇନ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ରାଜ୍ୟରେ କେତକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୦ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ୧୦ଜିଲ୍ଲାଗୁଡ଼ିକ ଭଦ୍ରକ, କେନ୍ଦ୍ରାପଡ଼ା,…

ଓକିଲଙ୍କ ଫି’ ଦେବାକୁ ଅନିଲ ଅମ୍ବାନି ବିକିଲେ ଗହଣା

ନୂଆଦିଲ୍ଲୀ () ଋଣରେ ବୁଡ଼ିଥିବା ଭାରତୀୟ ଉଦ୍ୟୋଗୀ ଅନିଲ ଅମ୍ବାନୀଙ୍କ ଆର୍ଥିକ ସ୍ଥିତି ଖୁବ୍ ବିଗିଡ଼ି ଯାଇଛି। ଅନିଲ ଲଣ୍ଡନ ଅଦାଲତକୁ କହିଛନ୍ତି ସେ ଏବେ ବିଳାସମୟ ଜୀବନ ଛାଡ଼ି ସାଧାରଣ ଜୀବନ ଜିଉଛନ୍ତି। ଏପରିକି ତାଙ୍କ ପାଖରେ ଓକିଲଙ୍କ ଫି’ ଦେବା ପାଇଁ ଗହଣା ବିକିବାକୁ ପଡୁଛି। ଏହା ସହ ସେ…

ଡ୍ରଗ୍ସ ଚାଟକୁ ମାନିଲେ ଦୀପିକା

ମୁମ୍ବାଇ() ଏନସିବି ସାମ୍ନାରେ ଦୀପିକା ପାଦୁକୋନ ବଡ଼ ସ୍ୱୀକାରୋକ୍ତିି କରିଛନ୍ତି । କରିସ୍ମା ସହ କରିଥିବା ଡ୍ରଗ୍ସ ଚାଟକୁ ମାନିଲେ ଦୀପିକା । ୨୦୧୭ରେ ହେସ ଯୋଗାଇ ଦେବା ପାଇଁ କରିସ୍ମାଙ୍କୁ କହିଥିଲେ । କୋକୋ ରେଷ୍ଟୁରାଣ୍ଟରେ ପହଞ୍ଚାଇବା ପାଇଁ କହିଥିଲେ ମ୍ୟାନେଜର କରିସ୍ମା । ପଦ୍ମାବତ ଫିଲ୍ମ…

ବଜାର ବୁଲିଲେ ପୁଲିସ କମିଶନର

ଭୁବନେଶ୍ୱର()  ଶାରଦୀୟ ପୂଜା ପାଖେଇ ଆସୁଛି । ପୂଜା ମାର୍କେଟ ପାଇଁ ବଜାର ସରଗରମ ହେବ । ଭିଡ଼ ଅସମ୍ଭାଳ ହେବ । ଏମିତିରେ ରାଜଧାନୀରେ କୋହଳ କୋଭିଡ୍‌ କଟକଣା ଚାଲିଥିବା ବେଳେ ପାର୍ବଣ ଋତୁରେ ସ୍ଥିତି ଅଣାୟତ ହୋଇପାରେ । ଏମିତି ଆଶଙ୍କା କମିଶନରେଟ୍‌ ପୁଲିସର ଟେନସନ ବଢ଼ାଇ ଦେଇଛି । ଏନେଇ ଖୋଦ୍‌…

କୌଣସି ବିଧେୟକ ଆଣିବା ପୂର୍ବରୁ ରାଜ୍ୟ ଗୁଡିକର ମତ ଲୋଡିବା କଥା

ଭୁବନେଶ୍ୱର() ନିକଟରେ କେନ୍ଦ୍ର ସରକାର ୨ଟି କୃଷି ବିଲକୁ ସଂସଦରେ ଗୃହୀତ କରାଇଛନ୍ତି । ଏହି ବିଲ୍ କୃଷି ସ୍ୱାର୍ଥ ବିରୋଧୀ ବୋଲି ବିରୋଧୀମାନେ ଅଭିଯୋଗ କରିଆସିଛନ୍ତି । ଏପରିକି ଏହି ବିଲ୍ କୁ ଭାଜପା ନେତୃତ୍ୱାଧୀନ ଏନଡିଏର ଅଂଶୀଦାର ଥିବା ଶିରୋମଣି ଅକାଳି ଦଳ ମଧ୍ୟ ବିରୋଧ କରିଥିଲା । ଏହି…

ଆଜି ଆଉ ୧୬ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର() ରାଜ୍ୟରେ ଆଜି  ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪, ପୁରୀରୁ ୩, କୋରାପୁଟରୁ ୩, ବାଲେଶ୍ୱର, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜରୁ ଜଣେ  ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

ଆଜି ୪୩୫୬ ଆଉ ପଜିଟିଭ, ଚିନ୍ତା ବଢାଉଛି ଖୋର୍ଦ୍ଧା ଜିଲ୍ଲା , ଆଜି ୯୦୨

ଭୁବନେଶ୍ୱର()  ରାଜ୍ୟରେ ଆଜି ୪୩୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୨୫୨୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୮୨୭ ଟି ଲୋକାଲ କେସ ରହିଛି  । ଏହି ୪୩୫୬ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫୪୫୨ ରେ…

ଏନସିବିରେ ଦୀପିକା ପାଦୁକୋନ୍

ମୁମ୍ବାଇ () ଏନସିବିରେ ହାଜର ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ୍। ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଏନସିବିରେ ହାଜର ହୋଇଛନ୍ତି ଦୀପିକା । ଏହାବ୍ୟତୀତ ଦୀପିକାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶ, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧାଙ୍କୁ ବି ଆଜି ହାଜର ପାଇଁ ସମନ କରିଛି ଏନସିବି। ବିଭିନ୍ନ…

ଓଡିଆଙ୍କ ସ୍ୱପ୍ନଙ୍କୁ ସ୍ୱୀକାର କରିବାକୁ ଅନୁରୋଧ

ଭୁବନେଶ୍ୱର() କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତ ମନ୍ତ୍ରୀ ପହ୍ଲାଦ ସିଂହ ପଟେଲଙ୍କୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଅନୁରୋଧ କରିଛନ୍ତି । ସେପ୍ଟେମ୍ବର ୨ରେ ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଏନେଇ…