ଆଣ୍ଡର୍ସନଙ୍କ ରେକର୍ଡ଼ : ପ୍ରଥମ ପେସ୍ ବୋଲର୍ ଭାବେ ଦଖଲ କଲେ ୬୦୦ ଟେଷ୍ଟ ଓ୍ଵିକେଟ୍
ଆଜିଯାଏ କୌଣସି ପେସ୍ ବୋଲର୍ ଯାହା କରି ପାରିନଥିଲେ ତାହା କରି ଦେଖାଇଛନ୍ତି ଇଂଲଣ୍ଡ ବୋଲର୍ ଜେମ୍ସ ଆଣ୍ଡରସନ୍ । ତୃତୀୟ ଟେଷ୍ଟରେ ପାକିସ୍ତାନର ଆଝାର ଅଲୀଙ୍କୁ ଆଉଟ୍ କରି ଏକ ବିଶ୍ୱ ରେକର୍ଡ଼ର ଅଧିକାରୀ ହୋଇଛନ୍ତି ସେ । ଆଣ୍ଡରସନ୍ ଟେଷ୍ଟ କ୍ରିକେଟ୍ରେ ପ୍ରଥମ ପେସ୍ ବୋଲର୍ ଭାବେ ୬୦୦…
