୪୫ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
ମାଲକାନଗିରି : ଗତ କିଛି ଦିନ ହେବ ରାଜ୍ଯରେ ଲାଗିରହିଛି ବର୍ଷା । ଯାହା ପ୍ରଭାବରେ ଅନେକ ଜିଲ୍ଲା ଜଳବନ୍ଦୀ ଅବସ୍ଥାରେ ରହିଛି । ବିଶେଷ କରି ମାଲକାନଗିରି ଜିଲ୍ଲା ଏହି ବର୍ଷା କାରଣରୁ ବିଶେଷ ରୂପେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଜିଲ୍ଲାରେ ପାଣି ଘେରରୁ…
