Odia News Portal

ଭୁବନେଶ୍ୱରରୁ ଆଉ ୨୪୭ ପଜିଟିଭ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ଆଜି  ଭୁବନେଶ୍ୱରରୁ ୨୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୨୪୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୦୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା…

ନିଜ ଜାଲରେ ନିଜେ ଫସିଗଲେ !

ରାୟଗଡ଼ା : ବହୁ ଚର୍ଚ୍ଚିତ ରାୟଗଡାର ୨୪ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ।  ଟଙ୍କା ଲୁଟ୍ ନେଇ ଅଭିଯୋଗ କରିଥିବା ବ୍ୟକ୍ତି ନିଜେ ହିଁ ଅଭିଯୁକ୍ତ ବୋଲି ପୋଲିସ କହିଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାବ ସହ ୨୪ ଲକ୍ଷଟଙ୍କା ଜବତ କରାଯାଇଛି। ଗତ…

ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ରାସ୍ତାର ଭିତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ମହାନଗର ନିଗମ ଅନ୍ତର୍ଗତ ୮ ନମ୍ବର ୱାର୍ଡର ଡିଷ୍ଟି୍ରକ ସେଣ୍ଟର ଠାରେ ୩୮,୯୦.୦୦୦ ଟଙ୍କା ବ୍ୟୟ ଅଟକଳରେ ଏକ ରାସ୍ତାର ଶୁଭ ଉଦଘାଟନ ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ୱାରା ହୋଇଛି । ଆଉ ଦୁଇଟି ରାସ୍ତା ଏଲ.ଆଇଜି -୪୩ ଠାରୁ ଉଡବ୍ଲଏସ…

ବିରଳ ପ୍ରଜାତିର ପକ୍ଷୀ ଉଦ୍ଧାର, ଦେଖିବାକୁ ଲୋକଙ୍କ ଭିଡ

ଯାଜପୁର : ଚଣ୍ଡିଖୋଲ ବନ ବିଭାଗ ଅଧିନସ୍ଥ ଭୂଷଣ୍ଡପୁର ଗ୍ରାମରୁ ଆଜି ଏକ ବିରଳ ପ୍ରଜାତିର ପାଣି କୂଆ ଉଦ୍ଧାର କରାଯାଇଛି। ପକ୍ଷୀଟି ଆହତ ଅବସ୍ଥାରେ ପଡିଥିବା ଦେଖି ସେହି ଗ୍ରାମର  ବନ୍ୟପ୍ରେମୀ ଅବିନାଶ ସ୍ବେଚ୍ଛାସେବୀ ଅନିଲ ଦାସଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଖବର ପାଇ ଚଣ୍ଡିଖୋଲ ବନ ବିଭାଗର…

କୋଭିଡ-୧୯ର ୭୩ଟି ପ୍ରକାର ଷ୍ଟ୍ରେନ୍ ଚିହ୍ନଟ କଲେ ଭାରତୀୟ ଗବେଷକ

ଭୁବନେଶ୍ୱର() ପ୍ରଥମ ଥର ପାଇଁ କୋଭିଡ୍-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟେ୍ରନ୍ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ । ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚୁ୍ୟଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି…

ଗଞ୍ଜାମରେ କମୁଛି କରୋନା

ଗଞ୍ଜାମ() ଗଞ୍ଜାମରେ କରୋନା ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଜା ଅପଡେଟ ଦିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ‘ଗଞ୍ଜାମରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏବେ ଜିଲ୍ଲାରେ ପୂର୍ବାପେକ୍ଷା ୧୦ ଗୁଣା ଟେଷ୍ଟିଂ ବଢିଛି । ଏବେ…

ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପରେ ଉପଲବ୍ଧ ହେବ ଓଡିଆ ଭାଷା

ଭୁବନେଶ୍ୱର() ମାଇକ୍ରୋସଫ୍ଟ ପକ୍ଷରୁ ଓଡିଆଙ୍କ ପାଇଁ ଆସିଛି ଏକ ଖୁସି ଖବର ।ଏଣିକି ମାଇକ୍ରୋସଫ୍ଟ ଟ୍ରାନ୍ସଲେଟର ଆପରେ ଉପଲବ୍ଧ ହେବ ଓଡିଆ ଭାଷା । ମାଇକ୍ରୋସଫ୍ଟ ଅଫିସରେ ମଧ୍ୟ ଏହି ଅନୁବାଦ ସୁବିଧା ଉପଲବ୍ଧ ହେବ । ଅନ୍ୟ ଭାଷାରୁ ଓଡିଆ ଭାଷାକୁ ତାକ୍ରାଳିକ ଅନୁବାଦ ପାଇଁ ଉପଯୋଗୀ ହେବ ।…

ନବୀନଙ୍କ ପ୍ରିୟ ପଖାଳ

ଭୁବନେଶ୍ୱର() ଖାଣ୍ଟି ଓଡ଼ିଆ ଖାଦ୍ୟକୁ ପସନ୍ଦ କରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ । ଓଡ଼ିଆଙ୍କ ପ୍ରାଣ ପଖାଳ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ । ଏ କଥା ଖୋଦ ସେ ନିଜେ କହିଛନ୍ତି । ଦୁରଦର୍ଶନରେ ପ୍ରସାରିତ ହେବାକୁ ଥିବା ଏକ କାର୍ୟ୍ୟକ୍ରମକୁ ଦେଇଥିବା…

ଆଜି ୭ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା

ଭୁବନେଶ୍ୱର()  ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶାରେ ଉପରେ  ଏକ ଲଘୁଚାପ ସୃଷ୍ଟି ହୋଇଛି ।  ଏହା ପ୍ରଭାବରେ ୨-୩ ଦିନ ବର୍ଷା ଲାଗି ରହିବ ।  ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ଏବଂ କେତେକ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପ୍ରକୋପ ଅଧିକ ରହିବ ।  ଶୁକ୍ରବାର ରାଜ୍ୟର ୭ଟି…

ଆତଙ୍କବାଦୀଙ୍କ ଆକ୍ରମଣରେ ଗଲା ୨ ପୋଲିସ ଅଧିକାରୀଙ୍କ ଜୀବନ

ଆଜି ଶ୍ରୀନଗର ଉପକଣ୍ଠରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ଜମ୍ମୁ-କଶ୍ମୀରର ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ମୁତାବକ ଶ୍ରୀନଗର ସହରର ସୀମାନ୍ତରେ ଥିବା ନୋଭଗାମରେ ପୋଲିସ ଟିମ୍ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ତିନି ଜଣ ପୋଲିସ…