ସ୍ୱାଧୀନତା ଦିବସ ପାଇଁ ସଟଡାଉନ୍ କଟକଣା କୋହଳ
ଭୁବନେଶ୍ୱର : ସ୍ୱାଧୀନତା ଦିବସ ପାଇଁ ୪ ଜିଲ୍ଲାରେ ସଟଡାଉନ୍ କଟକଣା କୋହଳ । ୪ ଜିଲ୍ଲା ସହ ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମଧ୍ୟ କଟକଣା କୋହଳ କରାଯାଇଛି । ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ କଟକଣାକୁ କୋହଳ କରାଯିବ ।
ଦିନ ୧୧ଟା ପର୍ଯ୍ୟନ୍ତ କଟକଣା କୋହଳ ପାଇଁ ନିଷ୍ପତ୍ତି…
