Odia News Portal

ରାଜଧାନୀ ଖାଉଟିଙ୍କୁ ଟା ଟା କରୁଛି ଟାଟା ବିଜୁଳି

ଭୁବନେଶ୍ୱର : ସରକାରୀ ବିଦ୍ୟୁତ୍‍ ଯୋଗାଣ ସଂସ୍ଥା ସେସୁକୁ ରାଜ୍ୟ ସରକାର ଟାଟା ହାତରେ ଟେକିଦେବା ପରେ ଗ୍ରାହକଙ୍କ ହଟହଟା କମିବା ବଦଳରେ ବଢିବାରେ ଲାଗିଛନ୍ତି । ଗ୍ରାହକମାନେ କିଭଳି ହଟହଟା ହେଉଛନ୍ତି ତାହା ଦେଖିବାକୁ କୌଣସି ଗ୍ରାମାଞ୍ଚଳକୁ ଯିବାକୁ ପଡିବନାହିଁ, ରାଜଧାନୀର ବିଜୁଳି…

ବେଦିରେ ବସିବେ ବିବାଦୀୟ ଅଭିନେତ୍ରୀ ରାନୀ

ଭୁବନେଶ୍ୱର : ବାଜିବ ସାହାନାଇ। ସେ ପିନ୍ଧିବେ ବଉଳ ପାଟ। ରିଲ୍‌ ନୁହେଁ ରିୟଲରେ ବିବାହ ବେଦିରେ ବସିବେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ଏକ ଭିଡ଼ିଓ ମାଧ୍ୟମରେ ସେ ଏହି କଥାର ଖୁଲାସା କରିଛନ୍ତି । ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିଏ ସେହି ବ୍ୟକ୍ତି । ଯିଏ…

ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ବୁଧବାର ଦିନ ୧୨ଟା ୩୦ରେ ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯିବ । ଏହା ସହ ଚଳିତ ମାସ ତୃତୀୟ ସପ୍ତାହରେ ବାଣିଜ୍ୟ ଏବଂ ଶେଷ ସପ୍ତାହରେ କଳା…

ଝିଅ ହତ୍ୟାର ପ୍ରତିଶୋଧ ନେଲେ ବାପା

ସ୍ତ୍ରୀର ଦଶମାସିକ ଶ୍ରାଦ୍ଧରେ ଯୋଗ ଦେବାକୁ ଶ୍ୱଶୁର ଘର ଯାଇଥିଲେ ଜ୍ୱାଇଁ। କିନ୍ତୁ ସେଠାରେ ଶ୍ୱଶୁରଙ୍କ ସହ ହେଲା ଗଣ୍ଡଗୋଳ। ପାଟିତୁଣ୍ଡ ଏତେ ବଢ଼ିଗଲା ଯେ ପାଖରେ ପଡ଼ିଥିବା କଟୁରୀ ଆଣି ଜ୍ୱାଇଁଙ୍କ ବେକକୁ ପାହାରେ ଦେଲେ ଶ୍ୱଶୁର। ଘଟଣାସ୍ଥଳରେ ହିଁ ଜ୍ୱାଇଁଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଗଲା।…

ସରିଫ୍‌ଙ୍କ ଝିଅ ଉପରେ ପାକିସ୍ତାନ ପୁଲିସର ପଥରମାଡ଼

କରାଚି : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ଙ୍କ ଝିଅ ମରିୟନ୍‌ ନଓ୍ଵାଜ୍‌ ସରିଫ୍‌ଙ୍କ କାର୍‌ ଉପରେ ପାକିସ୍ତାନ ପୋଲିସ ଆଜି ଭଲ କରି ପଥର ମାଡ଼ କରିଛି । ଜଣାଯାଇଛି ଯେ ମରିୟନ୍‌ଙ୍କୁ ଆଜି ରାଷ୍ଟ୍ରୀୟ ଜବାବଦେହି ବ୍ୟୁରୋ(ନାବ୍‌) ନିକଟରେ ହାଜିରା ହେବାର ଥିଲା । ଏହି ସମୟରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ପ୍ରତ୍ୟେକ କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନ ରହିବା ଭଲ। ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ…

ଆଜି ସୁସ୍ଥ ହେଲେ ଆଉ ୧୭୮୫ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୭ ଶହ ୮୫ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୦୪ ଆରୋଗ୍ୟ ଲାଭ କରିଥିବା ବେଳେ ଖୋର୍ଦ୍ଧାରୁ ୨୬୩, କଟକରୁ ୧୨୬, କେନ୍ଦୁଝରରୁ ୧୦୧, ମାଲକାନଗିରିରୁ ୯୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି କନ୍ଧମାଳ ଜିଲ୍ଲାରୁ ୮୪, ରାୟଗଡ଼ାରୁ ୮୧,…

ଅଗଷ୍ଟ ୧୫ ଠାରୁ ଜମ୍ମୁ କାଶ୍ମୀରରେ ମିଳିବ ୪ଜି ଇଣ୍ଟରନେଟ ସେବା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଇଣ୍ଟରନେଟ ସେବା ପ୍ରଦାନ କରିବାକୁ ନେଇ ଦାଏର ହୋଇଥିବା ମାମଲାର ଶୁଣାଣି ମଙ୍ଗଳବାର(ଅଗଷ୍ଟ ୧୦, ୨୦୨୦) କରିଛନ୍ତି ସୁପ୍ରିମକୋର୍ଟ । ଏ ମାମଲାରେ ପକ୍ଷଭୂକ୍ତ ଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଅଗଷ୍ଟ ୧୫ ତାରିଖ ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ…

ଯୁଦ୍ଧ ଲଢିବାକୁ ପ୍ରସ୍ତୁତ ହେଉଛି ଏହି ଯୁଦ୍ଧବିମାନ

ସିମଲା: ଆଉ କିଛି ଦିନ ପରେ ଦେଶ ପାଳିବାକୁ ଯାଉଛି ୭୪ ତମ ସ୍ୱାଧିନତା ଦିବସ । ହେଲେ ଏହା ପୂର୍ବରୁ ଭାରତୀୟ ବାୟୁସେନା-ଆଇଏଏଫ (IAF-Indian Air Force) ରେ ସାମିଲ ହୋଇ ସାରିଥିବା ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ (Modern Fighter Jet Rafale) ହିମାଚଳ ପ୍ରଦେଶରେ ଉଡାଣ…

ଜାଲରେ ଫସିଲା ୮ ଫୁଟିଆ ଅଜଗର

ପଳାଶପଙ୍ଗା : ସଦର ବ୍ଲକ୍‌ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତ ଖପରାଖାଇ ଗ୍ରାମରୁ ବିରାଟକାୟ ୮ ଫୁଟିଆ ଅଜଗର ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଖରୀରେ ମାଛ ଧରିବା ଗତ କାଲି ଜାଲ ବସାଯାଇଥିଲା । ଆଜି ସକାଳେ ଜାଲରେ ୮ ଫୁଟ ୯ ଇଞ୍ଚର ବିରାଟ ଅଜଗର ପଡିଥିବା ଦେଖି ମାଛ ଧରାଳି ଭୟଭୀତ ହୋଇ ଯାଇଥିଲେ ।…