Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଘରୋଇ କ୍ଷେତ୍ରରେ ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ସଙ୍ଗୀତ ସାଧନା, ପ୍ରଶାସନିକ ଆଲୋଚନା ଓ କଳା ସାହିତ୍ୟକ୍ଷେତ୍ରରୁ ସୁଫଳ ମିଳିବ। କିଣାବିକା କ୍ଷେତ୍ରରେ ସତର୍କ ନ ହେଲେ…

ବିଲରେ ହଳ କରୁ କରୁ ମିଳିଲା ବିରଳ ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା

ଯାଜପୁର : ମାଟି ତଳୁ  ମିଳିଲା ପ୍ରାଚୀନ ସ୍ୱର୍ଣ୍ଣମୁଦ୍ରା। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାଧାନଗର ଗାଁରେ । ମିଳିଥିବା ସୂଚନା ମୁତାବକ ଗତ ଦେଢ ମାସ ତଳେ ରାଧାନଗର ଗ୍ରାମର ବେଣୁଧର ନାୟକ ତାଙ୍କ ଚାଷଜମିରେ ହଳ କରୁଥିବା ବେଳେ ଏହି ସୁନା କଏନ ପାଇଥିଲେ।…

ଆଇପିଏଲ ୨୦୨୦ : ଖେଳାଳିଙ୍କ ସହ ଯାଇପାରିବେ ପରିବାର ଲୋକେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କନଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ-୨୦୨୦ ପାଇଁ ମାନକ ସଞ୍ଚାଳନ ପକ୍ରିୟା(ଏସଓପି)କୁ କଡା ଭାବରେ ଲାଗୁ କରିବାର ସବୁ ପ୍ରକାର ପ୍ରସ୍ତୁତି କରିନେଇଛି। ୟୁଏଇରେ ସୁରକ୍ଷିତ ବାତାବରଣ ଭିତରେ ଆଇପିଏଲ କରାଇବା ନେଇ ବୋର୍ଡ ସମସ୍ତ ଫ୍ରାଞ୍ଚାଇଜକୁ ବର୍ତ୍ତମାନର…

ମୋବଇଲ ଚୋରି କରିବାବେଳେ ଧରାପଡିଲେ ଯୁବତୀ

ଭୁବନେଶ୍ଵର : କରୋନା ସମୟରେ ବି ମାତିଛନ୍ତି ଚୋର। ଘରେ ବସି କଳାକନା ବୁଲାଇବାକୁ କରୁଛନ୍ତି ଯୋଜନା। ମୋବଇଲ ଚୋରି କରିବାକୁ ଆସି ଘର ଭିତରେ ପଶିଲେ ଯୁବତୀ। କିନ୍ତୁ ଚୋରି କରିବାବେଳେ ଧରାପଡିଗଲେ ଯୁବତୀ ଜଣଙ୍କ। ସୂଚନା ମୁତାବକ ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜର ଏନ୪ ୨୯୨ପ୍ଲଟରେ ଭଡାରେ…

ଏହି ସ୍ମାର୍ଟଫୋନ ଗୁଡିକରେ ମିଳିବ ୩୦୦୦ ଟଙ୍କା ପର୍ଯ୍ୟନ୍ତର ରିହାତି

ରିଆଲମି ଭାରତୀୟ ବଜାରରେ realme Days ସେଲ ଆରମ୍ଭ କରି ଦେଇଛି । ଏହି ସେଲ ଆସନ୍ତା ଅଗଷ୍ଟ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାଯାଇଛି । ଏହି ସେଲ ଜରିଆରେ ରିଆଲମି ସ୍ମାର୍ଟଫୋନରେ ଗ୍ରାହକ ମାନଙ୍କୁ ଧମାକାଦାର ରିହାତି ମିଳିପାରିବ ।ରିଆଲମି ସେଲ ବାବଦରେ କମ୍ପାନୀ ନିଜ ୱେବ…

ଆଜି କଟକ ସହରରୁ ୬୪ ନୂଆ ଆକ୍ରାନ୍ତ ଚିହ୍ନଟ

କଟକ: ଆଜି କଟକ ସହରରୁ ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୮୯କୁ ବୃଦ୍ଧି ପାଇଛି । ଏଯାବତ ସହରରେ ୭୦୮ ଟି ଆକ୍ଟିଭ କେଶ ଥିବା ବେଳେ ୬୭୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସହରରୁ ବର୍ତ୍ତମାନ ସୁଦ୍ଧା ୧୦ଙ୍କ ପ୍ରାଣ ଯାଇଥିବା ଜଣାଯାଇଛି । ଆଜି…

ଦକ୍ଷିଣ କଶ୍ମୀରରେ ଗୁଳି କରି ସରପଞ୍ଚଙ୍କୁ ହତ୍ୟା

ଜମ୍ମୁ କଶ୍ମୀର : କ୍ୱାଜିଗୁଣ୍ଡ ବ୍ଲକ ଅନ୍ତର୍ଗତ ବେସୁର ବିଜେପି ସରପଞ୍ଚଙ୍କୁ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ସରପଞ୍ଚଙ୍କ ନାଁ ସଜ୍ଜାଦ ଅହମ୍ମଦ । ଘର ଆଗରେ ଆଜି ସକାଳେ ତାଙ୍କ ଉପରେ ଗୁଳି…

ରାଜ୍ୟର ସବୁ କୋଭିଡ୍ ହସପିଟାଲରେ ଯାଂଚ ହେବ

ଭୁବନେଶ୍ଵର : ଅହମ୍ମଦାବାଦର କୋଭିଡ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟି ୮ ଜଣଙ୍କ ଜୀବନ ଚାଲିଯିବା ପରେ ଆମ ରାଜ୍ୟର ବିଭିନ୍ନ କୋଭିଡ୍ ହସପିଟାଲରେ ଥିବା ଅଗ୍ନି ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଏଭଳି ସ୍ଥିତିରେ ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତି ଟ୍ୱିଟ୍ କରି ସ୍ପଷ୍ଟ କରିଛନ୍ତି…

ନୂଆ CAG ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ()  ଜମ୍ମୁ-କଶ୍ମୀରର ପୂର୍ବତନ ଲେଫ୍ଟନାଣ୍ଟ ଗର୍ଭନର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନୂଆ CAG (Comptroller and Auditor General)ଘୋଷିତ କରାଯାଇଛି। ଯେଉଁ ଦିନ ସରକାର ତାଙ୍କୁ ସିଏଜି ଭାବରେ ନିଯୁକ୍ତ କରିଥିଲେ, ସେହି ଦିନ ଠିକ୍ ୧ ବର୍ଷ ପୂର୍ବେ ସେ ଜମ୍ମୁ-କଶ୍ମୀରର ବିଭାଜନ ପରେ…

ଭୁବନେଶ୍ୱରରୁ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର() ଆଜି  ଭୁବନେଶ୍ୱରରୁ ଆଉ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୧୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୧ ଓ ସ୍ଥାନୀୟ ଅଞ୍ଚଳରୁ ୪୭ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୯୦ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା…