ସସପେଣ୍ଡ ହେଲେ ଓଡିଆ ଆଇପିଏସ୍ ବସନ୍ତ ରଥ
ଆଇପିଏସ୍ ବସନ୍ତ ରଥ ସସପେଣ୍ଡ । ଅଶୋଭନୀୟ ଆଚରଣ ପାଇଁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ତତ୍କାଳ ସସପେଣ୍ଡ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଶ୍ରୀନଗରରେ ପୋଲିସ ମୁଖ୍ୟାଳୟକୁ ସେ ରିପୋର୍ଟ କରିବେ । ୨୦୦୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବର୍ତ୍ତମାନ ଜମ୍ମୁ…
