Odia News Portal

ବିଧାନସଭା କମିଟି ବୈଠକ ବାତିଲ

ଭୁବନେଶ୍ୱର() ବିଧାନସଭାରେ ଜୁଲାଇ ମାସରେ ହେବାକୁ ଥିବା ସମସ୍ତ କମିଟି ବୈଠକକୁ ବାତିଲ କରି ଦିଆଯାଇଛି । ଏସମ୍ପର୍କରେ ବିଧାନସଭାର ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି , କରୋନା ସ୍ଥିତିକୁ ଦେଖି କମିଟି ବୈଠକ ବାତିଲ କରିବା ପାଇଁ ନିଷ୍ପତି ନିଆଯାଇଛି ।…

ନୀଳଗିରି ବିଧାୟକ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର() ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସ୍ୱାବ ଟେଷ୍ଟିଂରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି । ଶ୍ରୀ ନାୟକ ନିକଟ ଅତୀତରେ କେଉଁ କେଉଁମାନଙ୍କ ସହ ମିଶିଥିଲେ, କାହା ସହ ବୈଠକ କରିଥିଲେ, କେଉଁ ସ୍ଥାନ…

ଭୁବନେଶ୍ବରରୁ ଆଉ ୧୭ ପଜିଟିଭ, ୧୦ ଲୋକାଲ କେସ, ଜାଣନ୍ତୁ କେଉଁ ଅଞ୍ଚଳର…

ଭୁବନେଶ୍ବର()  ଆଜି ୪୫୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୧୭ଜଣଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫ଜଣ, ସ୍ଥାନୀୟ ଅଞ୍ଚଳରୁ ୧୦ଜଣ ଓ ୨ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ…

ଏହି ୪ଟି ହସ୍ପିଟାଲକୁ ନଆସିବା ପାଇଁ ପରାମର୍ଶ

କଟକ() ରାଜ୍ୟରେ ଦିନୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟର କଟକ ସହରରରେ ମଧ୍ୟ ସେହିପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତି ଆବଶ୍ୟକ ନଥିଲେ କଟକର ଏହି ୪ଟି ହସ୍ପିଟାଲକୁ ନଆସିବା ପାଇଁ ପରାମର୍ଶ ଦିଆଯାଇଛି । ୪ଟି…

ପଛକୁ ହଟିବାକୁ ବାଧ୍ୟ ହେଲା ଚିନ ସେନା

ଶେଷରେ  ଗଲଓ୍ଵାନ ଘାଟିରୁ ପଛଘୁଞ୍ଚା ଦେଲା ଚୀନ ସେନା । ପାଖାପାଖି ଦୁଇ କିଲୋମିଟର ପଛକୁ ହଟିଲା ଚୀନ ସେନା । ଚିନ ସହ ଭାରତୀୟ ସେନା ବି ନିଜ ସ୍ଥାନରୁ ପଛକୁ ହଟିଛି । ଖବର ଅନୁଯାୟୀ ଗଲଓ୍ଵାନ ନଦୀ କୂଳରେ ଥିବା ଚୀନର କ୍ୟାମ୍ପକୁ ଉଠାଇନେଇଛି ଡ୍ରାଗନ୍ ସେନା ‌ । ଏହା ସହ ଗଲଓ୍ଵାନ ଘାଟି…

ବାଲେଶ୍ୱର ବିଧାୟକ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର() କରୋନାରେ ଆକ୍ରାନ୍ତ ହେଲେ ବିଧାୟକ । ରାଜ୍ୟରେ ପ୍ରଥମଥର ପାଇଁ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ଜଣେ ବିଧାୟକଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । ସଂପୃକ୍ତ ବିଧାୟକ ନିଜେ ଏହି ସୂଚନା ଦେଇଛନ୍ତି । ସେପଟେ କରୋନା ପାଇଁ ବିଧାନସଭାର ସବୁ କମିଟି…

ଶିଶୁଭବନ ଆଉଟଡୋର ବନ୍ଦ

ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାରି ମଧ୍ୟରେ କଟକ ସ୍ଥିତ ଶିଶୁଭବନ ଆଉଟଡୋର ବନ୍ଦ ହୋଇଛି । ଗତକାଲି ଶିଶୁଭବନରେ ଜଣେ ପଜିଟିଭ୍ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଆଉଟଡୋର ବନ୍ଦ ରହିବାକୁ…

ରାଜ୍ୟରେ କରୋନା ନେଲା ଆଉ ୨ ମୁଣ୍ଡ, ଜାଣନ୍ତୁ ମୃତକଙ୍କ ତଥ୍ୟ

ଭୁବନେଶ୍ୱର() ରାଜ୍ୟରେ ସ୍ଥିତି ଭୟଙ୍କର । ବିସ୍ଫୋରକ ରୂପ ନେଲାଣି କରୋନା  । ଏହାରି ମଧ୍ୟରେ ଆଜି ରାଜ୍ୟରେ ନୂଆ ୪୫୬ ଜଣ ପଜିଟିଭ ଚିହ୍ନଟ ହେବା ସହ ୨ ଜଣଙ୍କର ମୃତ୍ୟୁ ହୋଇଛି । ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ତେବେ ଗଞ୍ଜାମରେ କରୋନା ମୃତ୍ୟୁ ସଖ୍ୟା ୨୧ରେ…

ଆଉ ୪୫୬ କରୋନା ପଜିଟିଭ୍‌, ଲୋକାଲ କେସ ୧୪୭

ଭୁବନେଶ୍ୱର () ରାଜ୍ୟରେ ସ୍ଥିତି ଭୟଙ୍କର । ବିସ୍ଫୋରକ ରୂପ ନେଲାଣି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି । ଓଡ଼ିଶାରୁ ଆଜି ଆଉ ୪୫୬ କରୋନା ପଜିଟିଭ୍‌ ବାହାରିଛନ୍ତି । ତେବେ ୪୫୬ଙ୍କ ମଧ୍ୟରୁ ୩୦୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୭ ଜଣ ସ୍ଥାନୀୟ…

୨୪ ଘଣ୍ଟାରେ ୨୪ ହଜାର

ନୂଆଦିଲ୍ଲୀ ()ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୯ ହଜାର ୬୯୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୨୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ହଜାର ୨୪୮ ନୂଆ ଆକ୍ରାନ୍ତ ଚିହ୍ନଟ…