ଆଜିଠାରୁ ବାହାରିବ ନୀଳାଚଳ ଅଭଡା
ପୁରୀ : ନୀଲାଦ୍ରିବିଜେ ସହ ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା । ଆଜିଠାରୁ ଶ୍ରୀମନ୍ଦିର ରତ୍ନବେଦୀରେ ପୂଜାପାଇବେ ମହାପ୍ରଭୁ । ଗତକାଲି ରାତିରେ ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରତ୍ନବେଦୀରେ ବିଜେ ପରେ ବଡସିଂହାର ବେଶ କରାଯାଇ ପହୁଡ କରାଯାଇଥିଲା।
ଆଜିଠାରୁ…
