Odia News Portal

ମଙ୍ଗଳ ଗ୍ରହର ସବୁଠାରୁ ବଡ ଚନ୍ଦ୍ରର ଫଟୋ, ଦେଖନ୍ତୁ

ନୂଆଦିଲ୍ଲୀ() ଇସ୍ରୋନର ସଫଳତା । ମଙ୍ଗଳ ଗ୍ରହର ସବୁଠାରୁ ବଡ ଚନ୍ଦ୍ରର ଫଟୋ ଉଠାଇଛି ମଙ୍ଗଳଯାନ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର ମଙ୍ଗଳଯାନରେ ଲାଗିଥିବା ମାର୍ସ କଲର କ୍ୟାମେରା (MCC) ମଙ୍ଗଳରେ ସବୁଠାରୁ ବଡ ଚନ୍ଦ୍ରର ‘ଫୋବସ’ର ଫଟୋ ଉତ୍ତୋଳନ କରିଛି। ସୂଚନାଯୋଗ୍ୟ ଯେ, ଏହି…

ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ

ଭୁବନେଶ୍ବର()  କରୋନା ନେଲା ଆଉ ୫ ଜଣଙ୍କ ଜୀବନ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ୟ୍ୟନ୍ତ ୩୪ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ରେ ସୂଚନା ପ୍ରଦାନ କରାଯାଇଛି । ତେବେ ୫ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଥିବା…

ଆଜି ୪୯୫ କରୋନା ପଜିଟିଭ୍‌, ୧୪୦ ଲୋକାଲ କେସ

ଭୁବନେଶ୍ବର() ଗୋଟିଏ ଦିନରେ ଓଡ଼ିଶାରୁ ୪୯୫ କରୋନା ପଜିଟିଭ୍‌ ବାହାରିଛନ୍ତି । କରୋନାର ଏଭଳି କରାଳ ରୂପ ଦେଖି ସାରା ରାଜ୍ୟ ଆତଙ୍କିତ । ଉପକୂଳରୁ ଆଭ୍ୟନ୍ତରୀଣ, ସହରରୁ ଗାଁ ସବୁଠି ମାଳମାଳ ପଜିଟିଭ୍‌ ବାହାରିଛନ୍ତ। ୩୫୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ…

ହେବନି ସଟ୍ ଡାଉନ୍

ପୁରୀ() ପୁରୀରେ ଚଳିତ ସପ୍ତାହ ସଟ୍ ଡାଉନ୍ ହେବନାହିଁ । ଯେହେତୁ ରଥଯାତ୍ରା ପାଇଁ ପୁରୀରେ କଟକଣା ଲାଗୁ ହୋଇଛି, ତେଣୁ ଏ ସପ୍ତାହରେ ସଟ୍ ଡାଉନ୍ ହେବନାହିଁ । ତେବେ ଆସନ୍ତା ସପ୍ତାହରୁ କଟକଣା ଲାଗୁ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁରୀ ସହରରେ ରଥଯାତ୍ରା ଭଳି କୋଭିଡ୍ ନିୟମକୁ…

ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଳାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ…

ବିଜୁ ଛାତ୍ର ଜନତା ଦଳ ସଭାପତି ପଦ ପାଇଁ ଦୌଡ଼

ଭୁବନେଶ୍ୱର : ବିଜୁ ଜନତାଦଳ ଏବେ ତାହାର ସଂଗଠନର ନବକଳେବର କରୁଥିବାବେଳେ ଦଳର ଛାତ୍ର ଓ ଯୁବ ସଂଗଠନ ପାଇଁ କସରତ ଆରମ୍ଭ ହୋଇଛି । ଉଭୟ ବିଜେପି ଓ କଂଗ୍ରେସ ସେମାନଙ୍କର ଛାତ୍ର ଓ ଯୁବ ସଂଗଠନ ଗଠନ କରିଥିବାବେଳେ ବିଜେଡି ଏହି ପ୍ରକ୍ରିୟା ଶୀଘ୍ର ସାରିବାପାଇଁ ଯାଉଛି । ବିଜେଡିର ଛାମୁଆ ସଂଗଠନ…

ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ

ପୁରୀ : ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ। ଘୋଷଯାତ୍ରାର ଅନ୍ତିମ ପର୍ବ । ଏହି ଅବସରରେ ରତ୍ନ ସିଂହାସନକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଘୋଷଯାତ୍ରାରେ ଆସିଥିବା ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ । ରଥ ଉପରେ ଥିବା ମହାପ୍ରଭୁଙ୍କୁ ଆଜି ଗୋଟି ପହଣ୍ଡି କରି…

ଆଜିଠୁ ପୁଣି ୧୭ଟି ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ୍

ଭୁବନେଶ୍ବର : ଆଜିଠୁ ପୁଣି ଦୁଇ ଦିନିଆ ସଟ୍‌ଡାଉନ୍‌ । ୧୭ଟି ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ରହିବ । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲା ସଟ୍‌ଡାଉନ୍‌ ରହିବା ନେଇ ଘୋଷଣା ହୋଇଥିଲା ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶନି ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ବନ୍ଧୁମାନଙ୍କ କାର୍ଯ୍ୟ ପରିପ୍ରେକ୍ଷୀରେ ସୁମଧୁର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ସ୍ବାସ୍ଥ୍ୟ ଓ ପିଲାମାନଙ୍କ ବିବାହ ସମ୍ପର୍କୀୟ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା…

ସମ୍ପର୍ଣ୍ଣ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି

ପୁରୀ : ପୁରୀରେ ସମ୍ପର୍ଣ୍ଣ ହେଲା ମହାପ୍ରଭୁଙ୍କ ଅଧରପଣା ନୀତି । ଶ୍ରୀବିଗ୍ରହଙ୍କ ଆଗରେ ଅଧର ଉଚ୍ଚର ପଣା ହାଣ୍ଡି ପ୍ରସ୍ତୁତ ହୋଇ ରହିଥିଲା। ୩ ରଥରେ ୯ଟି ମାଟିପାତ୍ରରେ ପଣା ପ୍ରସ୍ତୁତ ହୋଇଥିଲା। ତିନିରଥରେ ପୂଜାର୍ଚ୍ଚନା ପରେ ଭଙ୍ଗାଯାଇଥିଲା ହାଣ୍ଡି। ମଧ୍ୟାହ୍ନ ଧୂପ ପରେ ତିନି ରଥରେ ଏହି…