Odia News Portal

୭ ଜଣିଆ ଗ୍ୟାଙ୍ଗକୁ ଗିରଫ କଲା ପୁରୀ ପୋଲିସ

ପୁରୀ : ପଣ୍ଡ ହେଲା ଡକାୟତୀ ଯୋଜନା। ପୋଲିସ କବଜାକୁ ଆସିଲେ ପୁରୀରେ ଆତଙ୍କ ଖେଳାଇଥିବା କୁ୍ଖ୍ୟାତ ଡକାୟତ ଗ୍ୟାଙ୍ଗ। ପୁରୀର ଡାଇମଣ୍ଡ ଜୁଏଲାରୀରେ ଡକାୟତି କରିବାକୁ  ଯୋଜନା କରୁଥିଲେ ଏହି ୭ ଜଣିଆ ଗ୍ୟାଙ୍ଗ। ଶ୍ରୀଜଗନ୍ନାଥ ପାର୍କିଂ ଅଞ୍ଚଳରୁ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ…

ଆଜି କଟକ ସହରରୁ ପୁଣି ୮୧ ପଜିଟିଭ ଚିହ୍ନଟ

କଟକ : କଟକ ସହରରୁ ୮୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଟ୍ୱିଟ ଜରିଆରେ ସୂଚନା ଦେଲେ ସିଏମସି କତ୍ତୃପକ୍ଷ । ଆଜି କଟକ ଜିଲ୍ଲାରୁ ୧୨୪ ଜଣ ଚିନ୍ହଟ ହୋଇଥିବା ବେଳେ ସେମଧ୍ୟରୁ କଟକ ସହରରୁ ୮୧ ଜଣ ଅଛନ୍ତି । ଏହାକୁ ମିଶାଇ ସହରରେ ୧୪୭୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ ୭୬୭ ଟି…

“ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ”କାର୍ଯ୍ୟକ୍ରମର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବେ…

ଭୁବନେଶ୍ଵର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ "ଓଡ଼ିଶା ମୋ ପରିବାର- ଜୀବନ ବିନ୍ଦୁ" କାର୍ଯ୍ୟକ୍ରମର ଭୁବନେଶ୍ଵର ଉତ୍ତର ନିର୍ବାଚନ ମଣ୍ଡଳୀର ସଂଯୋଜକ ଭାବରେ ବାଣୀବିହାର ପୂର୍ବତନ ସଭାପତି ତଥା ଯୁବ ବିଜେଡି ନେତା ଡଃ ପ୍ରକାଶ ତ୍ରିପାଠୀଙ୍କୁ ମନୋନୀତ କରାଯାଇଛି । ଓଡିଶା ମୋ…

ଭୁବନେଶ୍ୱରରୁ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ କେସ

ଭୁବନେଶ୍ବର() ଆଜି ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୫୨ ଓ ସ୍ଥାନୀୟ ଅଞ୍ଚଳରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୦୬ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ…

ହୋଟେଲ୍ ଶିଳ୍ପ କ୍ଷେତ୍ରରେ ପ୍ରଭୁତ ଗବେଷଣାର ସୁଯୋଗ ରହିଛି : ବିଶେଷଜ୍ଞ

ଭୁବନେଶ୍ୱର ହୋଟେଲ ଶିଳ୍ପ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃହତ ଗବେଷଣାର ପ୍ରଭୁତ ସୁଯୋଗ ରହିଥିବା ବେଳେ ତାହା ସମ୍ଭବ ହୋଇନାହିଁ ।ମାତ୍ର କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ କ୍ଷେତ୍ରରେ ଯୋଜନା ଏବଂ କ୍ଷତି ପରିଚାଳନା ଜରୁରୀ ବୋଲି ଜଣେ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । …

କଦଳୀ ସିଧା ନ ହୋଇ ବଙ୍କା କାହିଁକି ହୋଇଥାଏ?

କଦଳୀ ଏକ ଏପରି ଫଳ ଯାହା ପୂରା ପୃଥିବୀରେ ମିଳିଥାଏ ।  ତେବେ କଦଳୀ ଖାଇବା ବେଳେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ  କଦଳୀ ସିଧା ନ ହୋଇ ତେଢା ଓ ବଙ୍କା କାହିଁକି ହୋଇଥାଏ? ତେବେ ଆସନ୍ତୁ ଜାଣିବା ଏହାର ଉତ୍ତର .... ପ୍ରାରମ୍ଭିକ ପର୍ଯ୍ୟାୟରେ, କଦଳୀ କେବଳ ଭୂମି ଆଡକୁ ହିଁ ବଡ…

ସେପ୍ଟେମ୍ବରରେ କରୋନା କ୍ଲିନ

ଭୁବନେଶ୍ୱର()  କରୋନା ସ୍ଥିତି ନେଇ ଏକ ଉତ୍ସାହଜନକ ସୂଚନା ମିଳିଛି । ତାହା ହେଲା  ଓଡ଼ିଶାରେ ଆସନ୍ତା ସେପ୍ଟେମ୍ବରେ କରୋନା ମୂଳପୋଛ ହୋଇଯିବ ।  ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା  । ସେ କହିଛନ୍ତି ଯେ, ଗଞ୍ଜାମରେ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା…

ଓଡ଼ିଶା ପୋଲିସର ୯୦୫ ପଦବୀରେ ନିଯୁକ୍ତି ପାଇଁ ଅନୁମତି

ଭୁବନେଶ୍ୱର() ରାଜ୍ୟରେ ଆଉ ୬ଟି ନୂଆ ଥାନା ପ୍ରତିଷ୍ଠା କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ଥିବା ୬ଟି ଥାନାର ପରିସୀମାକୁ ଦୁଇ ଭାଗରେ ଭାଗ କରାଯିବ । ସମ୍ପୃକ୍ତ ଥାନାଗୁଡ଼ିକ ହେଲା ଖଣ୍ଡଗିରି, ଅନୁଗୁଳ ଟାଉନ ଥାନା, ଝାରସୁଗୁଡ଼ା ଟାଉନ ଥାନା,…

ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ୱର() ଆସନ୍ତା ୯ ତାରିଖରେ ଉତ୍ତର ବଙ୍ଗୋ‌ପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ୯ ଓ ୧୦ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବ‌ର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହେବ ବୋଲି ସୂଚନା ମିଳିଛି।…

୩ ଦିନ ସଟଡାଉନ ଘୋଷଣା

ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ଏହିକ୍ରମେ ଆସନ୍ତାକାଲି ଶନିବାର ସକାଳ ୫ଟାରୁ ୧୦ ତାରିଖ ମଧ୍ୟରାତ୍ର ଯାଏଁ ନବରଙ୍ଗପୁର ଜିଲ୍ଲାକୁ ସଟଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲାପାଳ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରୁ ଆଜି ଆଉ ୧୮୩୩…