ଇଡିରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ
ମୁମ୍ବାଇ() ଦୀର୍ଘ ଦିନର ଲୁଚକାଳି ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ(ଇଡି)ରେ ହାଜର ହୋଇଛନ୍ତି । ମୁମ୍ବାଇ ଅଫିସରେ ରିୟା ହାଜର ହୋଇଥିବାବେଳେ ସୁଶାନ୍ତ ଓ ତାଙ୍କ ଭିତରେ ହୋଇଥିବା ଆର୍ଥିକ କାରବାର ନେଇ ଇଡି ତାଙ୍କୁ ଜେରା କରିବାର ସମ୍ଭାବନା ରହିଛି । …
