ପୁଣି ଦୋଳାରେ ବୁହାହେଲେ ରୋଗୀ
ଚାନ୍ଦବାଲି : ପୁଣିଥରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିକାଶର ନଗ୍ନ ଚିତ୍ର ପଦାରେ ପଡିଛି । ଗାଁ ରାସ୍ତା ମାଟି,କାଦୁଅ ପଚପଚ ହୋଇଥିବାରୁ ଗାଁ କୁ ଗଲାନାହି ୪ ଚକିଆ ଗାଡି। ତେଣୁ ବାଧ୍ୟ ହୋଇ ଜଣେ ୭୦ ବର୍ଷର ବୃଦ୍ଧାକୁ ଦୋଳିରେ ବୋହି ବୋହି ମେଡିକାଲ ନେଲେ ପରିବାର ଲୋକେ । ଏଭଳି ଘଟଣା…
