Odia News Portal

ଖସି ପଡିଥିଲା କୋଭିଡ ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ ତହସିଲଦାର

ଟାଙ୍ଗୀ : ଖୋରଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା ଏକ କୋଭିଡ ଆମ୍ବୁଲାନ୍ସ । ତେବେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଓଲଟି ପଡ଼ିଥିଲେ ମଧ୍ୟ ଏଥିରେ ଥିବା ଗଂଜାମ ଜିଲ୍ଲା କନିଷି ତହସିଲଦାର ରାଜ କିଶୋର ଜେନା ଅଳ୍ପକେ…

ପୁଣି ଟିକ୍‌ଟକ୍‌ ନେଲା ଜୀବନ, ଜଣେ ମୃତ, ୩ଗୁରୁତର

ଜଗତସିଂହପୁର : ଦେବୀ ନଦୀରେ ବୁଡ଼ି ଜଣେ ଛାତ୍ରୀ ମୃତ , ୩ ଗୁରୁତର । ନଦୀରେ ଟିକ୍‌ଟକ୍ କରୁଥିବା ବେଳେ ନଦୀ ଜଳରେ ଗୋଡ଼ ଖସି ଯାଇଥିଲା । ଫଳରେ ବୁଡ଼ି ଯାଇଥିଲେ ଜଣ ଛାତ୍ରୀ ।ଏହି ଅଘଟଣ ଜଗତସିଂହ ପୁର ଜିଲ୍ଲା ମାଛ ଗାଁ ପଞ୍ଚାୟତର ମଙ୍ଗଳପୁରରେ ଘଟିଛି । ଚାରିଜଣ ଯାକ ପାଣିରେ ବୁଡ଼ି…

ସମର୍ପିତ ଓଡିଶା ଓ କମିଶନରେଟ ପୋଲିସର ରକ୍ତଦାନ ଶିବିର

ଭୁବନେଶ୍ବର : ଆଜି ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ଓ କମିଶନରେଟ ପୋଲିସର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରକୁ କମିଶନରେଟ ପୋଲିସ ଏସିପି ତଥା ଭାରତୀୟ ରେଡ୍କ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ…

ଚଳିତ ବର୍ଷ ଯାତ୍ରାରେ ସାମିଲ ହେବେନାହିଁ ଭାରତୀୟ ମୁସଲିମ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଜାରି ରହିଛି କୋରୋନା ଆତଙ୍କ । ଏହା କବଳରୁ ବର୍ତ୍ତି ପାରିନାହାଁନ୍ତି ଛୋଟଠୁ ଆରମ୍ଭ କରି ବଡ ଦେଶ । ସ୍ଥିତି ଏପରି ହୋଇଛି ଚଳିତ ବର୍ଷ ଆନ୍ତର୍ଜାତୀୟ ସ୍ତରରେ ଆୟୋଜିତ ହେଉଥିବା ଅନେକ କାର୍ଯ୍ୟକ୍ରମ ଏହାର ପ୍ରକୋପ କାରଣରୁ ସ୍ଥଗିତ ହୋଇପଡିଛି । ଯାହା ମଧ୍ୟରେ…

ଅନୁଷ୍କା ଶର୍ମା ଗର୍ଭବତୀ ! ଫଟୋ ଭାଇରାଲ …

ମୁମ୍ୱାଇ : ବିରାଟ କୋହଲି ଓ ଅନୁଷ୍କା ଶର୍ମା ଉଭୟ ଭାରତର ଖୁବ୍‌ ଚର୍ଚ୍ଚିତ ଦମ୍ପତି। ଏହି ଯୋଡ଼ି କେବେ ନିଜର ରିଲେସନସିପ୍‌ ଗୋଲ୍‌ରେ ଅସଫଳ ହୋଇନାହାନ୍ତି ।   ଉଭୟ  ବିରାଟ ଓ ଅନୁଷ୍କା  ଏହି କରୋନା ଭାଇରସ୍‌ ଭିତରେ ସୋସିଆଲ ମିଡ଼ିଆରେ  ବହୁତ ସକ୍ରିୟ ଥିବାର ନଜର ଆସୁଛନ୍ତି । ଏହି  ଖୁସି…

ଖ୍ୟାତନାମା ଯାତ୍ରା ଅଭିନେତା ପ୍ରଭାତ ଆଉ ନାହାନ୍ତି

ବାଲେଶ୍ବର : ଖ୍ୟାତନାମା ଯାତ୍ରା ଅଭିନେତା ପ୍ରଭାତ କୁମାର ନାୟକ ଆଉ ନାହାନ୍ତି । ଆଜି ପୂର୍ବାହ୍ନ ରେ ଭୁବନେଶ୍ୱର ଏମସ୍‌ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ସେ କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଏମସ୍‌ରେ ଚିକିତ୍ସାଧୀନ ଥିଲେ। ପ୍ରଭାତ ନାୟକ ସୋର ବ୍ଲକ ମହୁମୁହାଣ ଗ୍ରାମରେ ୧୬୬୧…

ବିଶ୍ୱର ନଂ ୱାନ୍‌ ଏହି ଟେନିସ୍‌ ଷ୍ଟାରଙ୍କୁ କରୋନା !

ନୂଆଦିଲ୍ଲୀ : ବିଶ୍ୱର ନମ୍ୱର ୱାନ୍‌ ପୁରୁଷ ଟେନିସ୍‌  ଷ୍ଟାର  ନୋଭାକ୍ ଜୋକୋଭିକ୍‌ଙ୍କର କରୋନା ଭାଇରସ୍‌ ଟେଷ୍ଟ  ପଜିଟିଭ୍‌ ଆସିଛି । ସର୍ବିୟାର ଏହି ଟେନିସ୍‌ ଖେଳାଳି  ନିକଟରେ ସର୍ବିୟା ଓ କ୍ରୋଏସିଆରେ ଆୟୋଜିତ  ପ୍ରଦର୍ଶନୀ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।  ଯେଉଁଠାରେ କିଛି ଖେଳାଳିଙ୍କୁ…

ସରକାରଙ୍କ ଯୋଜନା : ଏବେ ବିନା ଗ୍ୟାରେଣ୍ଟୀରେ ଆପଣଙ୍କୁ ମିଳିବ ଲକ୍ଷ ଲକ୍ଷ ଲୋନ

କୌଣସି ବି କାମକୁ ଆରମ୍ଭ କରିବା ପାଇଁ ଲୋନର ଆବଶ୍ୟକତା ପଡିବା ସ୍ୱାଭାବିକ। କିନ୍ତୁ ବ୍ୟାଙ୍କ ଲୋନ ବିନା ଗ୍ୟାରେଣ୍ଟୀରେ ମିଳିବା ତାହା ନିଜ ଭିତରେ ଏକ ବହୁତ ବଡ ଚ୍ୟାଲେଞ୍ଜ। କିନ୍ତୁ ଏବେ ଆପଣଙ୍କୁ ଗ୍ୟାରେଣ୍ଟୀ ଦେବାକୁ ପଡିବନାହିଁ। ସରକାର ଏବେ ଏକ ସବଅର୍ଡିନେଟ୍‌ ଋଣ ଯୋଜନା କରୁଛନ୍ତି ଯାହା…

ଖୁସିଖବର, ସୁସ୍ଥ ହେଲେ ୧୨୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ପୁଣି ରାଜ୍ୟବାସୀଙ୍କ ପାଇଁ ଖୁସିଖବର। ରାଜ୍ୟରେ ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ୩୩, ପୁରୀରୁ ୧୭, କଟକରୁ ୧୪, ମୟୁରଭଞ୍ଜରୁ ୧୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି…

ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା

ଭୁବନେଶ୍ବର()  ପଞ୍ଜାବ ପଟୁ ଏକ ଟ୍ରପ୍‌ ଲାଇନ୍‌ ସୃଷ୍ଟି ହୋଇଥିବାରୁ ଆଜି ରାଜ୍ଯର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସୂଚନା ଥାଉକି,  ବର୍ତ୍ତମାନ ସବୁ ଆଡେ ଜାରି ରହିଛି ମୌସୁମୀ ବର୍ଷା । ବିଶେଷ କରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପୁରୀରେ ଆଜି…