ବଲିଉଡ୍ରେ ଡେବ୍ୟୁ କରିବେ ଏହି ଅଭିନେତ୍ରୀଙ୍କ ଭାଇ ରାଜୀବ
ମୁମ୍ବାଇ : ବିବେକ ଓବରୟଙ୍କ ଅପ୍କମିଙ୍ଗ ଫିଲ୍ମ ‘ଇତି:କ୍ୟାନ୍ ୟୁ ସଲ୍ଭ ୟୋର ଓନ୍ ମର୍ଡର’ର ଫାଷ୍ଟ ଲୁକ୍ ଜାରି ହୋଇଛି । ଏହି ଫିଲ୍ମ ଜରିଆରେ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ ସେନ୍ ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫାଷ୍ଟ ଲୁକ୍ ପୋଷ୍ଟରକୁ ସେ ନିଜ ଇନ୍ଷ୍ଟା…
