ଏହି ତାରିଖରେ ଆଉ ଏକ ଲଘୁଚାପ : ୭ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ବର୍ଷା । ମୌସୁମୀ ପ୍ରବାହ ସ୍ୱାଭାବିକ ରହିଛି । ପାଣିପାଗ ପୂର୍ବାନୁମାନ ଯାହା-ଏଭଳି ସ୍ଥିତି ଏବେ ଲାଗି ରହିବ । ଆସନ୍ତା ୧୮ ତାରିଖବେଳକୁ ବର୍ଷା ପରିମାଣ ଆହୁରି ବଢ଼ିବ । ୧୯ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ ପାଖାପାଖି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି…
