ସଙ୍କଟରେ ଗଜରାଜ : ଦୁଇ ହାତୀକୁ ମାରି କାଢିନେଲେ ଦାନ୍ତ
କେନ୍ଦୁଝର : ସଙ୍କଟରେ ଗଜରାଜ । ଦୁଇଟି ହାତୀଙ୍କୁ ହତ୍ୟା । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଯୋଡ଼ା ବନପାଳ ଅଧିନସ୍ତ ବୈତରଣୀ ସଂରକ୍ଷିତ ଜଙ୍ଗଲ ଗୁରୁବେଡା ନିକଟରେ ରେ ଦୁଇଟି ହାତୀର ମୃତ ଦେହ ଉଦ୍ଧାର ହୋଇଛି । ଗୋଟିଏ ମାଈ ହାତୀ ଥିବା ବେଳେ ଅନ୍ୟଟି ଦନ୍ତା ହାତୀ । ଦୁଇଟିଙ୍କୁ ହତ୍ୟା…
