Odia News Portal

ଘରେ ପଶି ମହିଳାଙ୍କ ତଣ୍ଟି କାଟି ଦେଲେ ଦୁର୍ବୃତ୍ତ

ଘରେ ପଶି ମହିଳାଙ୍କ ତଣ୍ଟି କାଟି ଦେଲେ ଦୁର୍ବୃତ୍ତ । କଟକ ଜିଲ୍ଲା ଚୌଦ୍ୱାର ଆଗ୍ରାହାଟ ଗାଁରେ ଘଟିଛି ଏହି ଅଘଟଣ । ଘରେ ପଶି ମହିଳାଙ୍କୁ ତଣ୍ଟି କାଟି ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ବୃତ୍ତଙ୍କ

 ଭୟଙ୍କର ଦୁର୍ଘଟଣା: PCR ଭ୍ୟାନକୁ ଚାପିଦେଲା ହାଇୱା, ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

କଟକ-ପାରାଦୀପ ରାସ୍ତାର ଗତିରାଉତପାଟଣାରେ ଭୟଙ୍କର ଦୁର୍ଘଟଣା। PCR ଭ୍ୟାନକୁ ଚାପିଦେଲା ବାଲି ବୋଝେଇ ହାଇୱା। ଘଟଣାସ୍ଥଳରେ ୨ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର SCBରେ ଭର୍ତ୍ତି। ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଚୁରମାର ହୋଇାଯାଇଛି ପୋଲିସ ଭ୍ୟାନ୍। କଟକ CRRI ଥାନା ପିସିଆର

ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଅଭିଯୋଗ ଶୁଣାଣି ହେବ :ମୁଖ୍ୟମନ୍ତ୍ରୀ

ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ   ଓ ନଗରଉନ୍ନୟନ ମନ୍ତ୍ରୀ ଡଃ

କଂଗ୍ରେସ କାର୍ଯ୍ୟାଳୟରେ ଜାନକୀ ବାବୁଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ପାଳିତ

ଆଳି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ, କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ

ବିଦେଶରେ ଚାକିରି କରାଇବା ନାଁରେ ଠକେଇ

ବିଦେଶରେ ଚାକିରି କରାଇବା ନାଁରେ ଠକେଇ । ଇସ୍ରାଏଲରେ ଚାକିରି ଦେବାକୁ କହି ଠକେଇ । ଏଥିରେ ସମ୍ପୃକ୍ତି ନେଇ ୩ ମାଷ୍ଟରମାଇଣ୍ଡ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତଙ୍କ ଘର ମୁମ୍ବାଇ ବୋଲି ଜଣାପଡିଛି । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ରାଜ ଇନ୍ ନାମକ ହୋଟେଲରେ ଚାଲିଥିଲା

ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ

ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ BJD ନେତା ରଘୁନନ୍ଦନ ଦାସ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରଘୁନନ୍ଦନ । ସେ କହିଛନ୍ତି, ଟିକେଟ୍ ମିଳିଲାନି ବୋଲି ଅସନ୍ତୋଷ ନାହିଁ । ଅସନ୍ତୋଷ ଥିଲେ ବିଦ୍ରୋହ କରିଥାନ୍ତି, ଆଉ ବାଲିକୁଦାରେ ବିଜେଡି ହାରିଥାନ୍ତା । ସ୍ୱାସ୍ଥ୍ୟଗତ

ପୁରୀ ଜିଲ୍ଲା ଡେଲାଙ୍ଗରୁ ନାବାଳକ ନିଖୋଜ ଘଟଣା : ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ

ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅଞ୍ଚଳରୁ ନାବାଳକ ଆଶୀର୍ବାଦ ସାହୁ ନିଖୋଜ ଘଟଣା । ୭ ଦିନ ପରେ ମିଳିଲା ମୃତଦେହ । ଡେଲାଙ୍ଗ ଥାନା ରତନପୁର ଗାଁର ଜଣେ ବ୍ୟକ୍ତିଙ୍କ ଘର ପାଇଖାନା ଟାଙ୍କିରୁ ମିଳିଛି ମୃତଦେହ । ପୁଲିସ ସନ୍ଦେହରେ ରତନପୁର ଗାଁର ବାପି ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ

ସ୍ବାମୀର ନାରକୀୟ କାଣ୍ଡ ;ସ୍ତ୍ରୀକୁ ମାରି ଖଟ ବକ୍ସରେ ଲୁଚାଇ ଫେରାର

ନବରଙ୍ଗପୁରରେ ସ୍ବାମୀର ନାରକୀୟ କାଣ୍ଡ । ସ୍ତ୍ରୀକୁ ହତ୍ୟା ପରେ ଖଟରେ ଥିବା ବକ୍ସରେ ଲୁଚାଇ ଫେରାର ହୋଇଗଲା ଅଭିଯୁକ୍ତ ଦୁଷ୍ମନ୍ତ ନାୟକ । ଚନ୍ଦାହାଣ୍ଡି ଥାନା ହଳଦି ଗାଁର ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରାୟ ୨-୩ ଦିନ ତଳେ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘରୁ

ଆଇନଶୃଙ୍ଖଳା ସ୍ଥିତି ନେଇ ସରକାରଙ୍କୁ ଅରୁଣ ସାହୁଙ୍କ ଟାର୍ଗେଟ

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ସରକାରକୁ ନୟାଗଡ଼ ବିଧାୟକ ଅରୁଣ ସାହୁ ଟାର୍ଗେଟ କରିଥିବା ବେଳେ ଆଇନ୍‌ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହାର ଜବାବ ଦେଇଛନ୍ତି। ବିଜେଡିର ଅଭିଯୋଗ ଉପରେ କଡ଼ା କାଉଣ୍ଟର ରଖି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଅତୀତରେ ବି ଅପରାଧ ହେଉଥିଲା। କିନ୍ତୁ

ନବୀନ ନିବାସରେ ପହଞ୍ଚିଲେ ବରିଷ୍ଠ ନେତା

ନବୀନ ନିବାସରେ ନେତାମାନଙ୍କ ବୈଠକ । ସେଠାରେ ପହଞ୍ଚିଲେ ବିଜେଡିର ବରିଷ୍ଠ ନେତା । ବବି ଦାସ,ଦେବି ମିଶ୍ର ,ପ୍ରତାପ ଦେବ,ଅରୁଣ ସାହୁ ,ସଞ୍ଜୟ ଦାସ ବର୍ମାଙ୍କ ସମେତ ଅତନୁ ସବ୍ୟସାଚୀ ମଧ୍ୟ ଉପସ୍ଥିତ ଅଛନ୍ତି । କାର୍ଯ୍ୟକାରିଣୀ ଏବଂ ସାଂଗଠନିକ ଉପରେ ଆଲୋଚନା ହେବା ନେଇ ସୂଚନା ।