Odia News Portal

ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବମ୍ ପକାଇ ଉଡାଇ ଦେବା ଧମକ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ବମ୍ ପକାଉ ଉଡାଇ ଦେବାକୁ ଧମକ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାଳିଦାସ ମାର୍ଗରେ ଥିବା ବଙ୍ଗଳାରେ ରହୁଛନ୍ତି। ଏହା ପୂର୍ବରୁ ମଧ୍ୟ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇ ସାରିଛି। କଲ୍ ସେଣ୍ଟରରୁ ଆସିଥିବା ଧମକ ପରେ…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର()   ଆଜି ସନ୍ଧ୍ୟାରେ ଭିଏସସନଗରସ୍ଥିତ ମା' ତାରିଣୀ ମନ୍ଦିର ପରିସରରେ ଯୁବ ନେତା ଡଃ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ୱାର୍ଡ଼ ନମ୍ବର ୧୧ ଓ ୧୭ ରେ କୋବିଦ୍-୧୯ ସମୟରେ କାମକରୁଥିବା ସମସ୍ତ ୨୦ ଜଣ ସ୍ଵଚ୍ଛାଗ୍ରହି ଓ ସ୍ୱଚ୍ଛସାଥୀମାନଙ୍କୁ ଟିମ୍ ପ୍ରକାଶ_ତ୍ରିପାଠୀ ଓ ଜୟ ମା ୟୁଥ୍…

ସିଲ୍ ହେଲା ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର() ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ୍ କରିଛି ବିଏମସି । ସାମାଜିକ ଦୂରତା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୟୁନିଟ-୨ ମାର୍କେଟ ବିଲ୍ଡିଂ ସିଲ୍ ହୋଇଛି । । ରଜକୁ ଦୃଷ୍ଟିରେ ରଖି ରାତି ୧୦ଟା ଯାଏ କୋହଳ ହୋଇଥିଲା ନାଇଟ କର୍ଫ୍ୟୁ । କିନ୍ତୁ ଦୋକାନରେ ଅତ୍ୟଧିକ ଲୋକଭିଡ଼ ଦେଖି ବିଏମସି…

ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ ୧ କୋଟି ୨୫ ଲକ୍ଷ ଫାଇନ ଆଦାୟ

ଭୁବନେଶ୍ୱର() ମାସ୍କ ପିନ୍ଧିନଥିବା ଅମାନିଆ ମୋଟା ଅଙ୍କର ଜୋରିମାନା ଦେଇଛନ୍ତି । ମାସ୍କ ଉଲ୍ଲଂଘନକାରୀଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବୈଠକ ପରେ ପୁଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା…

ଥାନା ମାନଙ୍କରେ ଅଧିକ କର୍ମଚାରୀ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବିଭିନ୍ନ ରେଞ୍ଜର ଡିଆଇଜି, ଜିଲ୍ଲାର ଡି.ସି.ପି ତଥା ଏସ୍‌.ପି ମାନଙ୍କ ସହିତ ଆଲୋଚନା କରିଥିଲେ। ଲକ୍‌ଡାଉନ ସମୟରେ ଓଡିଶା ପୋଲିସ ଯେଭଳି ଉଚ୍ଚମାନର ସଂଯମତା ସହିତ…

ଆମେ ଭାଇ ଭାଇ ଭିତରେ ଖୁମ୍ପାଖୁମ୍ପି ହୋଇଛୁ

ଭୁବନେଶ୍ୱର() ଆମେ ଭାଇ ଭାଇ ଭିତରେ ଖୁମ୍ପାଖୁମ୍ପି ହୋଇଛୁ । ଭାଇ ଭାଇ ଭିତରେ ବଚସା । ଆଜି ସକାଳୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଦୁଇ ପକ୍ଷଙ୍କୁ ନେଇ ମିଳାମିଶା ସରିଛି । ଯିଏ ବିଶୃଙ୍ଖଳା କରିବ, ତା’ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ବରିଷ୍ଠ…

ବିପିୟୁଟି ପରୀକ୍ଷା ବାତିଲ ହେବନି

ଭୁବନେଶ୍ୱର() କରୋନା କଟକଣା ଯୋଗୁଁ ସ୍କୁଲ, କଲେଜ ବନ୍ଦ ଥିବାରୁ ପାଠପଢା ସାଙ୍ଗକୁ ପରୀକ୍ଷା ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ତେବେ ଏହାରି ଭିତରେ ଅନଲାଇନରେ ବିପିୟୁଟି ପରୀକ୍ଷା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ବିପିୟୁଟିର ଅଷ୍ଟମ ସେମିଷ୍ଟାର ପରୀକ୍ଷା ବାତିଲ ହେବନି ।…

ପୁଣି ବଢିଲା ତେଲ ଦର, ଜାଣନ୍ତୁ ଷଷ୍ଠ ଦିନରେ କେତେ ବଢିଲା ତୈଳଦର

ପୁଣି ବଢିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୫୭ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୫୮ ପଇସା ବଢିଛି । ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ଟପିଛି । ସେହିପରି ଡିଜେଲର ଦାମ ୭୧ ଟଙ୍କା ଉପରେ ରହିଛି । ଆଜି ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୫ ଟଙ୍କା ୭ ପଇସା ଦରରେ ବିକ୍ରି…

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷି

ଭୁବନେଶ୍ୱର()  ଓଡିଶାରେ ପ୍ରବେଶ କରିଛି ମୌସୁମୀ । ପ୍ରଥମେ ଦକ୍ଷିଣ ଓଡିଶାରେ ପାଦ ଥାପିଛି । ମାଲକାନଗିରି, କୋରାପୁଟ ଜିଲ୍ଲା ସହ ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତିର କିଛି ଅଞ୍ଚଳରେ ପହଞ୍ଚିଛି ମୌସୁମୀ । ଆସନ୍ତା ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର ବାକି ଅଞ୍ଚଳ ସହ ରାଜ୍ୟର ଅଧିକାଂଶ…

ଆଉ ଏକ ମୁଣ୍ଡ ନେଲା କରୋନା

ଭୁବନେଶ୍ବର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗଞ୍ଜାମ ଜିଲ୍ଲାର ୫୫ବର୍ଷିୟ ପୁରୁଷ । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି…