Odia News Portal

ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର() ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୫୪ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି । କରୋନା ଲକଡାଉନ ପାଇଁ ଲୋକେ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଗତି କରୁଥିବାବେଳେ ପେଟ୍ରୋଲ ଓ ଡିଜେର ଦର ବୃଦ୍ଧି ଲାଗାତାରଭାବେ ବୃଦ୍ଧି ପାଇବାରେ ଲାଗିଛି ।

କରୋନାରେ ଅଫିସରଙ୍କ ପାଇଁ ନୂଆ ଗାଇଡଲାଇନ୍

ଭୁବନେଶ୍ୱର()  ଦିନକୁ ଦିନ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ଫଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି ।  ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି…

ସୋଆ ଏନ୍‌ଏସ୍‌ଏସ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ଭୁବନେଶ୍ୱର () ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏନ୍‌ଏସ୍‌ଏସ୍‌ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି । ଏହି ଅବସରରେ ୬ଟି ଶିକ୍ଷାନୁଷ୍ଠାନର ପ୍ରୋଗ୍ରାମ ଅଫିସରଙ୍କ ଦ୍ୱାରା ଦୁଇ ଘଣ୍ଟିଆ ଜଳଶକ୍ତି ଗ୍ରାମ, ସ୍ୱଚ୍ଛ କ୍ୟାମ୍ପସ୍‌, ଅନ୍‌ଲାଇନ୍‌ ପ୍ରଶିକ୍ଷଣ ଓ…

ଚନ୍ଦା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣ କରିବାର ଅଧିକ ଆଶଙ୍କା

କରୋନା ସଙ୍କଟ ମଧ୍ୟରେ ଏହି ମହାମାରୀ ସମ୍ପର୍କରେ ଆଉ ଏକ ବଡ ତଥ୍ୟର ଖୁଲାସା ହୋଇଛି । ବୈଜ୍ଞାନିକଙ୍କ ମତରେ, ଚନ୍ଦା ଲୋକଙ୍କୁ କରୋନା ଭାଇରସ୍ ସଂକ୍ରମଣ କରିବାର ଅଧିକ ଆଶଙ୍କା ରହିଥାଏ । ଏହା ସହ ସେମାନଙ୍କ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ । ବୈଜ୍ଞାନିକଙ୍କ ରିପୋର୍ଟ ମୁତାବକ, କେଶ…

ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର() ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିିିଛି ।ଲଘୁଚାପର ରୂପ ନେଉଛି ବଙ୍ଗୋପସାଗରରେ ସୃଷ୍ଟ ସାଇକ୍ଲୋନିକ ସର୍କୁଲେସନ୍ । ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ପ୍ରଦୀପ ଜେନା…

୨୪ଘଣ୍ଟାରେ ୯,୯୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ()  ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୬୬ହଜାର ୫୯୮ କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭,୪୬୬ରେ ପହଞ୍ଚିଛି । ଏହାସହ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୨୯,୯୧୭ ଜଣ ଥିବା ବେଳେ ସୁସ୍ଥ…

ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ,ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭ କ୍ୱାରେଣ୍ଟିନ୍ ସେଣ୍ଟର ଓ ୧୯ ଲୋକାଲ କେସ୍ ବୋଲି ଜଣାପଡ଼ିଛି । ଆକ୍ରାନ୍ତଙ୍କ ମଧ୍ୟରେ ଓଡ୍ରାଫ ଓ…

କରୋନା ପ୍ରଭାବରେ ରାଜଧାନୀର ଦୁଇ ବୃହତ୍‍ ପ୍ରକଳ୍ପ ଉପରେ କଳାବାଦଲ

ଭୁବନେଶ୍ୱର : କରୋନା ମାଡରେ ଘାଇଲା ହୋଇଥିବା ଅର୍ଥନୀତି ଯୋଗୁଁ ଏବେ ରାଜଧାନୀର ଦୁଇ ଦୁଇଟି ବଡ ପ୍ରକଳ୍ପ ଉପରେ ଅନିଶ୍ଚିତତାର କଳାବାଦଲ ଦେଖା ଦେଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନୂଆ ପ୍ରକଳ୍ପ ଉପରେ ବର୍ଷେ ପାଇଁ ରୋକ ଲଗାଇବା ସହିତ ଖର୍ଚ୍ଚକାଟ ପାଇଁ ସଙ୍କେତ ଦେବାପରେ ଏବେ ରାଜ୍ୟର ଦୁଇ…

ନଦୀରେ ବୁଡି ପ୍ରାଣ ହରାଇଲେ ବିଏସଏଫ ଯବାନ

ଯାଜପୁର : ନଦୀରେ ବୁଡି ପ୍ରାଣ ହରାଇଲେ ବିଏସଏଫ ଯବାନ। ମୃତ ଯବାନ ହେଲେ ବରୀ ବ୍ଲକ ଧାରପୁର ଅଞ୍ଚଳର ବିକାଶ ପଣ୍ଡା। ବଡ଼ଚଣା ବ୍ଲକ ବାଲିକୁଦା ନିକଟ ଗେଙ୍ଗୁଟି ନଦୀକୁ ଦୁଇଜଣ ବନ୍ଧୁଙ୍କ ସହ ସେ ଆଜି ଗାଧୋଇ ଯାଇଥିବା ସମୟରେ ଅସାବଧାନତାବଶତଃ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଖବର ପାଇ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଚନ୍ଦ୍ର ସହ ଗୁରୁଶୌରୀ ଯୋଗର ପ୍ରଭାବରୁ ମୃଦୁ ମନ୍ଦ ଗତିରେ କର୍ମପ୍ରବାହକୁ ଆଗକୁ ଗଡାଇ ନେବେ। କୌଣସି ଆନୁଷ୍ଠାନିକ କାମ ସକାଶେ ତପତ୍ରତା ବୃଦ୍ଧି ପାଇବ। ପାରିବାରିକ କ୍ଷେତ୍ରରେ କୁପ୍ରଭାବରୁ ମତାନ୍ତରଜନିତ ଅନର୍ଥ ସୃଷ୍ଟି ସମ୍ଭାବନା ରହିଛି। ପ୍ରଶାସନ, ସାହିତ୍ୟ, ସାମ୍ବାଦିକତା ତଥା…