ନବ ଦାସ ହତ୍ୟା ମାମଲା,ପୁଣି ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ
ନବ ଦାସଙ୍କ ପରିବାର ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ଦାବି ଜଣାଇବାକୁ ପାଖାପାଖି ମାସେ ହେଲାଣି । ହେଲେ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସିବିଆଇ ତଦନ୍ତ କଥା କହୁଥିବା ସରକାର କାହିଁକି ଏବେ ଏଦିଗରେ!-->…
