Odia News Portal

ହାଟ ବଜାରରେ ବୁଲି ବୁଲି ସଚେତନତାର ବାର୍ତ୍ତା ଵାଣ୍ଟିଲେ ଥାନା ଅଧିକାରୀ

କେନ୍ଦ୍ରାପଡା : ହାତରେ ଡାକବାଜି ଯନ୍ତ୍ର । ସାଙ୍ଗରେ ପୋଲିସ ଫଉଜ । ହାଟ ବଜାରରେ ବୁଲି ବୁଲି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ତାଳଚୂଆ ସାମୁଦ୍ରିକ ଥାନା ଅଧିକାରୀ । ପଞ୍ଚମ ପାଳିର ଲକଡାଉନ ସମୟରେ ଲୋକେ କ’ଣ କରିବେ ଓ କ’ଣ ନକରିବେ ତାହା ସୂଚନା ଦେଇଛନ୍ତି । ଏହାର ଅବମାନନା କଲେ ଦଣ୍ଡ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଦ୍ୱିଜା ନକ୍ଷତ୍ର ଦିନଟିରେ ବହୁତ ଭଲ କାମଗୁଡ଼ିଏ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ମଧ୍ୟ ସମ୍ମାନିତ ହେବେ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାର ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା କରିଥିବା…

ସ୍ନାନଯାତ୍ରା ଓ ଘୋଷଯାତ୍ରା ପାଇଁ ସହଯୋଗ ଲୋଡିଲେ ମୁଖ୍ୟ ପ୍ରଶାସକ

ପୁରୀ() ସ୍ନାନ ଯାତ୍ରା ସହିତ ମହାପ୍ରଭୁମାନଙ୍କର ଘୋଷଯାତ୍ରା କିଭଳି ସୁରୁଖୁରୁରେ ହେବ ସେଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ଆଜି ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଅଧିକାରୀମାନଙ୍କ ସହିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡକ୍ଟର କୁମାର କହିଛନ୍ତି ଯେ…

ଏହି ଅଭିନେତ୍ରୀ ଲକ୍‌ଡାଉନ୍‌ରେ ଗୁପ୍‌ଚୁପ୍‌ର ମଜା ନେଉଛନ୍ତି

ମୁମ୍ବାଇ : କରୋନା ଭାଇରସ ସଂକ୍ରମଣ ଭୟରେ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଦୁବାଇରେ ଫସିରହିଛନ୍ତି ବଲିଉଡ୍‌ ବିଉଟି ମୌନି ରୟ । ଏହି ସମୟକୁ ସେ ନିଜ ପସନ୍ଦର କାମ କରି ବିତାଉଛନ୍ତି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କୁ ସେ ସମ୍ପର୍କରେ ସୂଚନା ବି ଦେଉଛନ୍ତି । ନିକଟରେ ନିଜର…

“ସେସୁ ସହିତ ଆମର ସହବନ୍ଧନ ଟାଟା ପାୱାର ପାଇଁ ବହୁତ ବଡ଼ ବିଷୟ : ପ୍ରବିର ସିହ୍ନା

ଭୁବନେଶ୍ୱର : ଭାରତର ସର୍ବବୃହତ ସମନ୍ୱିତ ୟୁଟିଲିଟି ଟାଟା ପାୱାର ଓଡ଼ିଶାର ପାଂଚଟି ସର୍କଲ୍ ଭୁବନେଶ୍ୱର, କଟକ, ପୁରୀ, ପାରାଦୀପ ଓ ଢେଙ୍କାନାଳରେ ବିଦ୍ୟୁତର ଖୁଚୁରା ଯୋଗାଣ ଓ ବିତରଣ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଠାରୁ ଲେଟର ଅଫ୍ ଇଟେଂଟ୍ (ଏଲଓଆଇ) ହାସଲ କରିବା ବେଳେ…

ନେକ୍ସସ୍ ମଲ୍ସ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏସ୍‌ପ୍ଲାନେଡ୍ ୱାନ୍‌ରେ ଆରମ୍ଭ ହେବ ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର : ନେକ୍ସସ୍ ମଲ୍ସ ପକ୍ଷରୁ ଏହାର ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମ ବା ଅଭିଯାନ ପାଇଁ ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ପ୍ରମାଣୀକରଣ ସଂସ୍ଥା ବ୍ୟୁରୋ ଭେରିଟାସ୍ ସହ ସହଭାଗିତା କରାଯାଇଛି । ଏହି ସେଫ୍ଟି ଫାଷ୍ଟ୍ କାର୍ଯ୍ୟକ୍ରମର ଉଶ୍ୟେ ହେଉଛି ଡବ୍ଲ୍ୟୁଏଚ୍‌ଓ ଓ ସ୍ଥାନୀୟ ପ୍ରଶାସନର…

କଟକଣା ହେଲା କୋହଳ : ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ : କଟକଣା ହେଲା କୋହଳ ।  ସୁଇଜରଲ୍ୟାଣ୍ଡ ସରକାର କରୋନା ଭାଇରସ୍‌ ଯୋଗୁଁ ଲାଗିଥିବା କଟକଣାରେ କୋହଳ କରିବା ପରେ ସେକ୍ସ ୱାର୍କରଙ୍କୁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଅନୁମତି ମିଳିଛି। ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । କିନ୍ତୁ ସ୍ପୋର୍ଟ୍ସ ଭିତରେ ବକ୍ସିଂ ,…

ସାନଖେମୁଣ୍ଡିରୁ ବଜ୍ରକାପ୍ତା ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଂସାମାରୀରୁ ବଜ୍ରକାପ୍ତା ଉଦ୍ଧାର କଲା ବନବିଭାଗ। ସୂଚନା ମୁତାବକ ଗାଁର ଏକ କୂଅରେ ବଜ୍ରକାପ୍ତା ଦେଖିବାପରେ ସେଠାରେ ଲୋକଙ୍କ ଭିଡ ଜମିଥିଲା। ଏହି ବିରଳ ପ୍ରାଣୀ ବଜ୍ରକାପ୍ତାକୁ କୂଅରୁ ଉଦ୍ଧାର କରାଯିବା ପରେ ଗ୍ରାମବାସୀ ପୋଡାମାରି ବନବିଭାଗକୁ…

ଯା’ ଓ ଶାଶୁ ମରିଦେଇଥିବା ଅଭିଯୋଗ ଆଣିଲେ ମା’

ଚାନ୍ଦବାଲି :  ୮ ମାସର ଶିଶୁକନ୍ୟାକୁ ମା’ ଘରେ ଶୁଆଇ ବାହାରକୁ ଆସିଥିଲା। ହେଲେ ଛାତ ଉପର ପାଣି ଟାଙ୍କିରୁ ମୃତ ଦେହ ମିଳିଲା। ଯା’ ଆଉ ଶାଶୁ ମୋ ଝିଅକୁ ମାରିଦେଇ ଟାଙ୍କିରେ ପକାଇଛନ୍ତି। ଏମିତି ଅଭିଯୋଗ କରିଛନ୍ତି ମୃତ ଝିଅର ମାଆ । ଏମିତି ଅଭାବନାୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି…

ସ୍କଟଲ୍ୟାଣ୍ଡ ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ

ଯାଜପୁର ଟାଉନ : ସ୍କଟଲ୍ୟାଣ୍ଡ ମଝି ସମୁଦ୍ରରେ ଫସି ରହିଛନ୍ତି ଓଡ଼ିଆ ପୁଅ ।  ଏନେଇ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେ ସହଯୋଗର ହାତ ବଢ଼ାଇବା ପାଇଁ ଗୁହାରୀ କରିଛନ୍ତି । କରୋନା ମହାମାରୀ ସମୟରେ ବିଭିନ୍ନ ଦେଶ ଓ ରାଜ୍ୟରୁ ପ୍ରବାସୀମାନେ ନିଜନିଜ ଘରକୁ ଫେରୁଥିବା…