Odia News Portal

ଭୟଙ୍କର ପ୍ରାଣୀ’ ଗାଈ

ଭାରତରେ ଗାଈ ପୂଜନୀୟ। ଏଠି ଗାଈକୁ ମାଆର ମାନ୍ୟତା ଦିଆଯାଇଛି। ଆମ ଦେଶରେ ଗାଈ ପାଳନ କରାଯାଇଥାଏ। ଏପରିକି, ଗୋ-ମାତାର ପୂଜା ମଧ୍ୟ କରାଯାଏ। ସେପଟେ ଏମିତି ବି ଏକ ଦେଶ ରହିଛି, ଯେଉଁଠି ଗାଈକୁ ଏକ ଭୟଙ୍କର ପ୍ରାଣୀ କୁହାଯାଇଥାଏ। ଏକ ରିପୋର୍ଟ ଅନୁସାରେ, ବ୍ରିଟେନରେ ଗାଈକୁ ଲୋକେ ଏମିତି ହିଁ…

୩ଲକ୍ଷ ଯାଏଁ ଋଣ ଉପରେ ୨% ସୁଧ ଛାଡ଼

ନୂଆଦିଲ୍ଲୀ ()କେନ୍ଦ୍ର କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ କୃଷକ ଓ ଛୋଟ ଉଦ୍ୟୋଗ…

ଆଉ ୧୧୯ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଜି ଆଉ ୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୨୪୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୧୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୬୦, କଟକରୁ ୧୩, କେନ୍ଦ୍ରାପଡ଼ାରୁ ୧୨, ଗଜପତିରୁ ୯, ନୟାଗଡ଼ରୁ ୬,…

ମାସ୍କ ନପିନ୍ଧିଲେ ଗିରଫ ସହ ଜୋରିମାନା

ଭୁବନେଶ୍ୱର() ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା…

ସଟଡାଉନ ରହିବ ୧୧ ଜିଲ୍ଲା

ଭୁବନେଶ୍ୱର() କରୋନା ନେଇ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅନଲକ-୧ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୧୧ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ରହିବ । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର,…

୪ ନାବାଳକ ଓ ନାବାଳିକାଙ୍କ ସଲୀଳ ସମାଧି

ଢେଙ୍କାନାଳ () ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ଗୋବିନ୍ଦପୁର ଅଞ୍ଚଳ ବାରବାଙ୍କ ସାହିରେ ପୋଖରୀରେ ବୁଡି ୪ଜଣ ନାବାଳକ ଓ ନାବାଳିକା ଶୋଚନୀୟ ଭାବେ ମୃତ୍ୟୁବରଣ କରିଥିବା ଖବର ମିଳିଛି । ଏହି ୪ଜଣଙ୍କ ମଧ୍ୟରେ ୨ ଜଣ ନାବାଳକ ଓ ୨ଜଣ ନାବାଳିକା ଅଛନ୍ତି । ସେମାନେ ସମସ୍ତ ସମ୍ପର୍କୀୟ…

୧୨ ଘଣ୍ଟାରେ ଗଭୀର ଅବପାତ ହେବା ଆଶଙ୍କା

ନୂଆଦିଲ୍ଲୀ() ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଆଜି ଅବପାତର ରୂପ ନେଇଛି । ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତ ହେବା ଆଶଙ୍କା ରହିଛି । ପରବର୍ତ୍ତୀ ୨୪…

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର()ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ଆଇପିଏସ୍ ଡକ୍ଟର ସତ୍ୟଜିତ୍ ମହାନ୍ତି । ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଭାବେ ସେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏବେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଅଛନ୍ତି ଆଇପିଏସ୍ ସତ୍ୟଜିତ୍ । ତେବେ ଦାୟିତ୍ୱ ଗ୍ରହଣ…

ବଢିଲା ଏଲପିଜି ସିଲିଣ୍ଡରର ଦାମ

କରୋନା ଭାଇରସର ମୁକାବିଲା ଲାଗୁ ହୋଇଥିବା ଅନଲକ୍-୧ର ପ୍ରଥମ ଦିନରେ ହିଁ ସାଧାରଣ ଲୋକଙ୍କୁ ଶକ୍ତ ଝଟକା ଲାଗିଛି । ଦେଶର ତୈଳ ମାର୍କେଟିଙ୍ଗର ଏଚପିସିଏଲ, ବିପିସିଏଲ ଓ ଆଇଓସି କମ୍ପାନୀଗୁଡିକ ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ବଢାଇବାକୁ ଘୋଷଣା କରିଛନ୍ତି । ୧୪.୨ କିଲୋଗ୍ରାମ ବିନା…

ଟପ୍ ୭ରେ ଭାରତ

ନୂଆଦିଲ୍ଲୀ()  ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ୫ ହଜାର ୩୯୪କୁ ବୃଦ୍ଧି ଘଟିଛି । ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ୨୩୦ ଜଣଙ୍କର ମୃତ୍ୟୁ ହେବା…