ଓଡ଼ିଶାକୁ ପ୍ରଶଂସା କଲେ ଏନ୍ଡିଆରଏଫ ଡିଜି
ଓଡ଼ିଶାକୁ ପ୍ରଶଂସା କଲେ ଏନ୍ଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ। କହିଛନ୍ତି, ଓଡ୍ରାଫ ଓ ଓଡ଼ିଶା ଅଗ୍ନିଶମ ସେବାର ପ୍ରତିବଦ୍ଧତା ଓ ବୃତ୍ତିଗତ ଦକ୍ଷତାକୁ ନେଇ ଗର୍ବିତ । ସେମାନେ ଅନ୍ୟ ରାଜ୍ୟପାଇଁ ରୋଲ୍ ମଡେଲ । ଜାତୀୟ ହିତ ଦୃଷ୍ଟିରୁ ଅନ୍ୟ ରାଜ୍ୟଗୁଡିକୁ ସେମାନଙ୍କୁ ଅନୁସରଣ କରିବା ଦରକାର…
