ଗୃହିଣୀଙ୍କ ପାଇଁ ଓଟିଡିସି ଆରମ୍ଭ କଲା ରିଏଲିଟି ଶୋ ‘ଆମ ଘର ଆମ ହାଣ୍ଡିଶାଳ’
ଭୁବନେଶ୍ୱର : ଓଡ଼ିଶାର ପାରମ୍ପରିକ ଖାଦ୍ୟସମ୍ଭାରର ଅଧିକ ପ୍ରଚାର ପ୍ରସାର ଓ ପ୍ରୋତ୍ସାହନ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନୂଆ ଫର୍ମାଟରେ ଏକ ରିଏଲିଟି ଶୋ’ ‘ଆମ ଘର ଆମ ହାଣ୍ଡିଶାଳ’ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନୂଆ…
