Odia News Portal

କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ କଲେ ଏହି ବିଧାୟକ !

ଭୁବନେଶ୍ବର : ଜଙ୍ଗଲରେ ବିଧାୟକଙ୍କ ଜନ୍ମଦିନ ପାଳନ। ଜଙ୍ଗଲରେ ନିଜର ଜନ୍ମଦିନ ପାଳିଛନ୍ତି କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ। ଆଉ ଜନ୍ମଦିନ ପାଳନରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ନେଇ ଅଭିଯୋଗ ଆସିଛି । ସାମାଜିକ ଦୂରତାକୁ ଫୁ କରି ମାସ୍କ ନପିନ୍ଧି କେକ କାଟି ଏବେ ଚର୍ଚ୍ଚାକୁ…

ବିସିସିଆଇ ନୁହଁ, କେନ୍ଦ୍ର ସରକାର ନେବେ ଆଇପିଏଲ୍ ନିଷ୍ପତ୍ତି

ନୂଆଦିଲ୍ଲୀ : ଆସନ୍ତା ୨୮ ତାରିଖରେ ଆଇସିସିର ବୋର୍ଡ ବୈଠକ ବସିବ । ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ରହିଛି । ତନ୍ମଧ୍ୟରୁ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସଂପର୍କରେ ଆଲୋଚନା ହେବ । ଯାହା ଅନୁମାନ କରାଯାଉଛି ବିଶ୍ୱକପ୍‌କୁ ଘୁଞ୍ଚାଇ ଦିଆଯିବ । ଯଦି ବିଶ୍ୱକପ୍‌…

ମହଙ୍ଗା ପଡିଲା ଚୋରା ପିରତୀ, ଦଳରୁ ନିଲମ୍ବିତ ହେଲେ ଏହି ନେତା

ହରିଆଣା : ହରିଆଣା ବିଜେପି ପକ୍ଷରୁ ପ୍ରଦେଶ କମିଟିର ବିଶେଷ ଆମନ୍ତ୍ରିତ ସଦସ୍ୟ ଏବଂ ସୁଗାରଫେଡ୍‌ର ପୂର୍ବତନ ଅଧ୍ୟକ୍ଷ ଚନ୍ଦ୍ରପ୍ରକାଶ କଥୁରିଆଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ନିଲମ୍ୱନ କରାଯାଇଛି । ପ୍ରଦେଶ ବିଜେପି ଅଧ୍ୟକ୍ଷ ସୁଭାଷ ବରାଲା ରବିବାର ଏକ ଚିଠି ଜାରି କରି…

ଛାତ ଉପରେ ଭିନ୍ନ ଭିନ୍ନ ପୋଜ୍‌ରେ ଦମ୍ପତ୍ତି କଲେ ଏମିତି କାମ, ଭାଇରାଲ ଫଟୋ

ତେହେରାନ୍‌ : ଇରାନ୍‌ରେ ପ୍ରତିଦିନ ସୋଶାଲ ମିଡ଼ିଆ ଚକ୍କରରେ କୌଣସି ନା କୌଣସି ସେଲିବ୍ରିଟିଙ୍କୁ ଜେଲ୍‌ ଯିବାକୁ ପଡ଼ୁଛି ତ  ଆଉ କିଛିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । ଯେଉଁଥିପାଇଁ ସେମାନଙ୍କୁ ଦେଶ ଛାଡ଼ିବାକୁ ମଧ୍ୟ ପଡୁଛି। ଏମିତି ଏକ ମାମଲା ପୁଣି ଇରାନ୍‌ରେ ସାମନାକୁ…

ଏହି ଅଭିନେତ୍ରୀ ସେୟାର କଲେ ଫଟୋ, ଯାହାକୁ ଦେଖି ଆଉ ସମ୍ଭାଳିହୋଇ ରହିପାରୁନାହାନ୍ତି ଫ୍ୟାନ

ଟେଲିଭିଜନ ଅଭିନେତ୍ରୀ ନିଆ ଶର୍ମା ସବୁବେଳେ ନିଜର ସେକ୍ସି ଫିଗରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜର ସେକ୍ସି ଅନ୍ଦାଜ ପାଇଁ ସୁବବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ନିଆ ଶର୍ମା । କେବେ ନିଆ ନିଜର ଫିଟ୍ନେସକୁ ନେଇ ତ ଆଉ କେବେ ଫଟୋଶୁଟ୍କୁ ନେଇ। ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା…

ମା ପାଲଟିଲା ରାକ୍ଷସୀ

କଟକ: ମା ପାଲଟିଲା ରାକ୍ଷସୀ । କଞ୍ଚା ଡାହାଣୀ ପରି ଝୁଣି ଝୁଣି ନିଜ ଝିଅକୁ ଦେଉଥିଲା ନିର୍ଯ୍ୟାତନା । ଏମିତି ନିର୍ଯ୍ୟାତନା ଯାହା ଶୁଣିଲେ ଆପଣଙ୍କ ଥାତି ଥରିଉଠିବ। ଶିଶୁକନ୍ୟାଟିର ଗୋଡ ବାନ୍ଧି ଚେଙ୍କ ଦେଲା ମା । କଟକ କାଠଯୋଡି ବିହାର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। କଟକ…

ଆସନ୍ତୁ ଜାଣିବା, ନମ୍ବର ସେଭ୍‌ କରିବାକୁ ଆଉ କରିବାକୁ ପଡ଼ିବନି ଟାଇପ୍‌, କେବଳ ସ୍କାନ୍‌ କଲେ ହୋଇଯିବ ସେଭ୍‌

ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ଓ ସ୍ନାପ୍‌ଚାଟ୍‌ ଭଳି ନୂଆ ଫିଚର ଆସିଛି। ଏବେ ନୂଆ କଣ୍ଟାକ୍ଟ ଆଡ୍‌ କରିବା ପାଇଁ ଆପଣଙ୍କୁ ନମ୍ବର ଟାଇପ୍‌ କରିବାକୁ ପଡ଼ିବ ନାହିଁ। କେବଳ କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିଦେଲେ ହିଁ ନୂଆ ନମ୍ବର ସେଭ୍‌ ହୋଇଯିବ। ଏହି ନୂଆ…

ଭାଇଜାନଙ୍କ ଲଞ୍ଚ କଲେ ହ୍ୟାଣ୍ଡ ସାନିଟାଇଜର

ଲକ ଡାଉନ ସମୟରେ ଭାଇଜାନ ସଲମାନ ଖାନ ନିଜ ଫ୍ୟାନ୍ସ ମାନଙ୍କୁ ଗୋଟେ ପରେ ଗୋଟେ ସରପ୍ରାଇଜ ଦେଇ ଚାଲିଛନ୍ତି । କିଛି ଦିନ ତଳେ ଭାଇଜାନ ନିଜ ଫାର୍ମ ହାଉସରେ ଦୁଇ ଦୁଇଟି ସନାଗ ରିଲିଜ କରି ନିଜ ସିଂଙ୍ଗିଗ ଟ୍ୟାଲେଣ୍ଟ ଦେଖାଇଥିଲେ । ଖାଲି ସେତିକି ନୁହେଁ ଏହି ସମୟରେ ନିଜ କମ୍ପାନୀ ପ୍ରସ୍ତୁତ…

ଏହି ଏହି ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା

ଭୁବନେଶ୍ବର : ୧୧ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ୧୧ଟି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ। ସତର୍କତା ଜାରି କରାଯାଇଥିବା ୧୧ଟି ଜିଲ୍ଲା ହେଲା, ସୋନପୁର, ବୌଦ୍ଧ,ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ବଲାଙ୍ଗିର,…

ଓଁ ସାଇ କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପନାୟକଙ୍କ ଆହ୍ୱାନକ୍ରମେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସହଯୋଗରେ ଆଜି ଓଁ ସାଇ କ୍ଲବ୍ ପକ୍ଷରୁ ୱାର୍ଡ ନଂ. ୨ର ଶିଖରଚୀ ନଗର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କ୍ୟାପିଟାଲ ହସ୍ପିଟାଲ ଡାକ୍ତର ଦେବାଶିଷ ମିଶ୍ର ଏବଂ ମିଳିତ…