ବାତ୍ୟା ଅମ୍ଫାନ୍ର ମୁକାବିଲା ପାଇଁ ପୂରା ସଜାଗ ଯାଜପୁର ଜିଲ୍ଲା ପ୍ରଶାସନ
ଯାଜପୁର ଟାଉନ : ଆସୁଛି ସାମୁଦ୍ରିକ ଝଡ ଅମ୍ପାନ । ଏଥିପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଶେଷ କରି ଜିଲାରେ ବର୍ଷା ସାଂଗକୁ ପବନ ବହିବାର ସମ୍ଭାବନା ରହିଥିବାରୁ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ଲାଇନ ବିଭାଗକୁ ନେଇ ଆଗୁଆ…
