ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ, ୬୧୧କୁ ବୃଦ୍ଧି
ଭୁବନେଶ୍ୱର()ରାଜ୍ୟରେ ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧୧କୁ ବୃଦ୍ଧି ପାଇଛି । ୭୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ
ଗଞ୍ଜାମରୁ ୪୨ , ଖୋର୍ଦ୍ଧାରୁ ୩ ଆକ୍ରାନ୍ତ , ଯାଜପୁର ୧୭, ଭଦ୍ରକ ୯ ଓ ସୁନ୍ଦରଗଡ଼ରୁ ୨ ଆକ୍ରାନ୍ତ ଚିହ୍ନଟ…
