Odia News Portal

ପୁରୀ ହାଟ ସାହିରେ ଯୁବକଙ୍କୁ ନିର୍ମମ ହତ୍ୟା

ପୁରୀ : ପୁରୀ ହାଟ ସାହିରେ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ମୁଣ୍ଡ,କାନ ଓ ବେକରେ ଲାଗିଛି ଗଭୀର ଆଘାତ । ମୃତକ ଯୁବକଙ୍କ ପରିଚୟ ମିଳିନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବକଙ୍କୁ ନୃଶଂସଭାବେ ହାଣି ହତ୍ୟା କରାଯାଇଛି । ପୁରୀ ସଦରଥାନା ହାଟ ସାହି ଅଞ୍ଚଳରେ…

ଅସହାୟ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ସାମ୍ପ୍ରତିକ କରୋନା ପ୍ରତିରୋଧ ଅଭିଯାନରେ ସମଗ୍ର ଜନସମାଜ ସାମିଲ୍ ହୋଇଥିବା ବେଳେ ପ୍ରତ୍ୟେକ ବର୍ଗର ନାଗରିକଙ୍କୁ କିପରି ଏଥିରୁ ସୁରକ୍ଷିତ ରଖାଯାଇପାରିବ ସେଥିପାଇଁ ଚାଲୁରହିଛି ଉଦ୍ୟମ । ଏହି ଅବସରରେ ଭୁବନେଶ୍ୱର ମହାନଗର ନିଗମ ତରଫରୁ ଚାଲୁରହିଥିବା ସେବା ତଥା ଉଦ୍ଧାର…

ଆନ୍ତଃଜ଼ିଲ୍ଲାରେ ବାଇକ ଚୋରି ରାକେଟ ଠାବ

ଗଜପତି : ଗଜପତି-ରାୟଗଡା ଜ଼ିଲ୍ଲା ସୀମାନ୍ତ ନଳାଘାଟ ଠାରେ ନାକା ବନ୍ଦୀ କରି ଯାନବାହନ ଯାଞ୍ଚ କଲାବେଳେ ଏକ ବାଇକ ଚୋରି ରାକେଟର ପର୍ଦାଫାଶ କରିଛି ପୋଲିସ । ଚେକିଂରେ ଏକ ଲୁନା ଗାଡି ପଡିବା ପରେ ଉକ୍ତ ଚାଳକକୁ ପଚରା ଉଚରା କରିଥିଲା ପୋଲିସ, ପରେ ଘଟଣା ସମ୍ବନ୍ଧରେ ସମସ୍ତ ତଥ୍ୟ ବାହାରିଥିଲା ।…

ଏବେ ୫୦୦୦ ଟଙ୍କା ଦେବେ ସରକାର, ଏହି ତାରିଖରୁ ଆରମ୍ଭ ହେଉଛି ରେଜିଷ୍ଟ୍ରେସନ୍‌

ଲକ୍‌ଡାଉନ୍‌ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ଅଧିକାଂଶ ଲୋକ ଏନେଇ ଜାଣି ହିଁ ନାହାନ୍ତି। ଏଣୁ ସେମାନେ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହେବା ସମ୍ଭାବନା ରହିଛି। ତେବେ ଆସନ୍ତୁ ଜାଣିବା ଆପଣ କେମିତି ପାଇବେ ଏହି…

କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନା ଜବତ କଲା ୩୨ ଲିଟର ମଦ, ୨ ଗିରଫ

ଭୁବନେଶ୍ବର : ଲକଡାଉନରେ ବେଶ୍ ଜମୁଛି ଚୋରା ମଦ ବ୍ୟବସାୟ। ସକ୍ରୀୟ ହୋଇ ଉଠିଛନ୍ତି  କିଛି ଚୋରା ମଦ ବେପାରୀ। ଗତକାଲି କମିଶନରେଟ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଓ କ୍ୟାପିଟାଲ ଥାନାର ଅଧିକାରୀ  ମିଳତ ଭାବେ  ଚଢାଉ କରି ୪୮ ବୋତଲ  ବିୟର, ୨ ବୋତଲ  ହ୍ବିସ୍କି,(ମୋଟ ୩୨.୭ ଲିଟର) ଓ ନଗଦ ୫୦୭୦…

ଅଗଷ୍ଟ ଯାଏ ଇପିଏଫ୍‌ ଅର୍ଥ ଭରଣା କରିବେ ସରକାର

ଭୁବନେଶ୍ଵର() ଆସନ୍ତା ତିନିମାସ ଲାଗି କେନ୍ଦ୍ର ସରକାର କର୍ମଚାରୀଙ୍କ ଇପିଏଫ୍‌ ପଇସା ଭରଣା କରିବେ। ଶିଳ୍ପାନୁଷ୍ଠାନମାନଙ୍କୁ ଏହି କୋଭିଡ୍‌ ବିପର୍ଯ୍ୟୟ ସମୟରେ ସହାୟକ ହେବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମାର୍ଚ ଏପ୍ରିଲ୍‌, ମେ ତିନି ମାସ ଲାଗି ସରକାର ଇପିଲଫ୍‌ ପ୍ରଦାନ…

ଏମଏସଏମଇକୁ ୩ଲକ୍ଷ କୋଟିର ଋଣ

ନୂଆଦିଲ୍ଲୀ() ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗତକାଲି ୨୦ଲକ୍ଷକୋଟିର ଐତିହାସିକ ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏହି ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୁଟୀର ଓ ଲଘୁ ଉଦ୍ୟୋଗ ପାଇଁ ୬ଟି ପଦକ୍ଷେପ ନିଆଯାଇଛି ।…

ରାଜ୍ୟରେ ଆଉ ୨୭କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର()ରାଜ୍ୟରେ ଆଉ ୨୭କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୨୭ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୯, ଭୁବନେଶ୍ୱରରୁ ୮, ଭଦ୍ରକରୁ ୪, ସୁନ୍ଦରଗଡରୁ ୨, ଗଞ୍ଜାମରୁ ୨, କୋରାପୁଟ ଓ…

୧୬ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବାର ଆଶଙ୍କା

ଭୁବନେଶ୍ୱର()  ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବଙ୍ଗୋପସାଗରରେ ଏକ ଲଗୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗରକୁ ଲାଗି ସୃଷ୍ଟି ହୋଇଛି ଏହି ଲଘୁଚାପ । ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ୧୬ତାରିଖ ସନ୍ଧ୍ୟା…

ମେ ୧୯ରୁ ଉଡିବ ଏୟାର ଇଣ୍ଡିଆ

ଭୁବନେଶ୍ୱର() ମେ ୧୯ରୁ ଦେଶର କିଛି ସହରକୁ ଘରୋଇ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି । ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ସୂଚନା ରହିଛି । ମେ ୧୯ରୁ ଜୁନ ୨ଭିତରେ ସ୍ୱତନ୍ତ୍ର ବିମାନ ଚଳାଚଳ କରିବ । ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ଅଧିକ…