Odia News Portal

ଲକ୍‌ଡାଉନ୍‌ରେ ଖେଳାଳିଙ୍କୁ ଟ୍ରେନିଂ ପାଇଁ ମିଳିପାରେ ଅନୁମତି

କରୋନା ଭାଇରସ୍‌ ଯୋଗୁ ଗତ ତିନି ମାସ ହେବ ଦେଶରେ କୌଣସି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇନାହିଁ। କିନ୍ତୁ ସରକାର ସଙ୍କେତ ଦେଇ କହିଛନ୍ତି ଯେ ମେ ୧୮ରୁ ଆରମ୍ଭ ହେବାକୁ ଥିବା ଲକ୍‌ଡାଉନ୍‌ ୪.୦ ବେଳେ ଖେଳାଳିଙ୍କୁ କେତେକ ଛାଡ଼ ମିଳିପାରେ। ଏଥିସହ ଖେଳ ସହ ଜଡ଼ିତ ଗତିବିଧି ପୁନର୍ବାର ଆରମ୍ଭ…

ଜାଣନ୍ତୁ କାହିଁକି ଚାଣକ୍ୟଙ୍କ ଆଗ ଦାନ୍ତ ଭାଙ୍ଗି ଦେଇଥିଲେ ତାଙ୍କ ମା

ଆଚାର୍ଯ୍ୟ ଚାଣକ୍ୟ ଙ୍କୁ କିଏ ବା ନଜାଣେ, ସେ ଭାରତ ଇତିହାସ ର ସବୁଠୁ ବୁଦ୍ଧିମାନ ବ୍ୟକ୍ତି ଥିଲେ, ଆଉ ଦୁନିଆର ସବୁଠୁ ବିଦ୍ୱାନ ବ୍ୟକ୍ତି ବୋଲି ବିବେଚନା କରାଯାଏ। ସେ ଜଣେ ପ୍ରବୀଣ ଦାର୍ଶନିକ ଥିଲେ। ଭାରତର ପୁରାତନ ବିଶ୍ୱବିଦ୍ୟାଳୟ ତକ୍ଷଶିଳାରେ ସେ ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନର ଜଣେ…

ଆର୍ଥିକ ପ୍ୟାକେଜ ଘୋଷଣା ଉପରେ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି

ଭୁବନେଶ୍ୱର() ବିଶ୍ୱ ମହାମାରୀ କରୋନା ଯୋଗୁଁ ଧ୍ୱସ୍ତବିଧ୍ୱସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆତ୍ମନିର୍ଭର ଭାରତ ଅଭିଯାନ’ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଥିଲାଗି ସେ ମଙ୍ଗଳବାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଗତକାଲି…

ସିନେମା ଶିଳ୍ପରେ ଝୁଲୁଛି ତାଲା

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ରାଜ୍ୟର ସିନେମାହଲ ଗୁଡିକରେ ତାଲା ଝୁଲୁଥିବାବେଳେ ବକ୍ସ ଅଫିସର କ୍ୟାଲେଣ୍ଡରରୁ ବି ସିନେମା ଉଭେଇ ଗଲାଣି । ରାଜ୍ୟର ପ୍ରାୟ ୧୫୦ ସିନେମାହଲରେ ବନ୍ଦ ରହିବା ସହିତ ସିନେମା ଶିଳ୍ପ ବନ୍ଦହୋଇ ଯାଇଛି । କରୋନା ଯୋଗୁଁ ରାଜ୍ୟର ସିନେମା ଶିଳ୍ପ ଗୁରୁତର…

ଗ୍ରୀନ ଜୋନରେ ଚାଲିବ ସରକାରୀ ବସ୍

ଭୁବନେଶ୍ୱର() ଗ୍ରୀନ ଜୋନରେ ସରକାରୀ ବସ୍ ଗଡ଼ିବା ନେଇ ସୂଚନା ମିଳିଛି । ଘରୋଇ ବସ୍ ମାଲିକ ରାଜି ନହେବାରୁ ଓଏସଆରଟିସି ବସ୍ ଚାଲିବ । କିନ୍ତୁ ଯାତ୍ରୀଙ୍କୁ ଦୁଇ ଗୁଣା ବସ୍ ଭଡ଼ା ଦେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଗାଡ଼ି ଚଳାଇବାକୁ…

ଗ୍ରାହକଙ୍କ ଠିକଣା ନରଖିଲେ ୧୦୦୦ ଫାଇନ

ଗଞ୍ଜାମ()  ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ସୁରଟ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଛନ୍ତି । ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ…

ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିଲା ଟ୍ରେନ

ଭୁବନେଶ୍ବର : ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିଲା ଟ୍ରେନ । ଭୁବନେଶ୍ୱରରୁ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ବାହାରିଛି ସ୍ୱତନ୍ତ୍ର ଟ୍ରେନ । ଦିଲ୍ଲୀ ଯିବାପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଗାଇଡଲାଇନ ଅନୁସାରେ ଲୋକେ ସାମାଜିକ ଦୂରତା ରକ୍ଷା କରି ଟ୍ରେନରେ ଯାତ୍ରା…

କେରଳକୁ ମୌସୁମୀ ଛୁଁଇବାରେ ବିଳମ୍ବ ହେବାର ସମ୍ଭାବନା

ଭୁବନେଶ୍ୱର() ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। କେରଳରେ ଜୁନ୍ ୧ ସୁଦ୍ଧା ମୌସୁମୀ ଛୁଇଁବ ବୋଲି ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିସାରିଛି। କିଛି ମଡେଲ କିନ୍ତୁ ସୂଚାଉଛନ୍ତି ଯେ ଏହା ବିଳମ୍ବରେ ଆସିବ। ଏହାକୁ ନେଇ ଚର୍ଚ୍ଚା…

ଦେଶରେ ମୃତ୍ୟୁ ସଂଖ୍ୟା ୨୪୧୫କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪,୨୮୧କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୪୧୫ରେ ପହଞ୍ଚିଛି । ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪୭,୪୮୦ ଜଣ ଥିବା ବେଳେ ୨୪,୩୮୫ଜଣ ସୁସ୍ଥ…

କୋରନା ଯୋଦ୍ଧାଙ୍କୁ ସଲାମ୍

ଢେଙ୍କାନାଳ : କୋରନା ଯୋଦ୍ଧା ସାଜିଛନ୍ତି ଭୁବନ ଥାନା ଅଧିକାରୀଣି ନିର୍ମଳା ଗୋଚ୍ଛାୟତଙ୍କ ସହିତ ସମସ୍ତ ପୁଲିସ କର୍ମଚାରୀ ନିଜର ପରିବାରକୁ ଛାଡ଼ି ରହ ରହ ଲୋକ ମାନଙ୍କୁ ସଚେତନ କରାଇବା ସହିତ ଅମାନିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଖରା ବର୍ଷାକୁ ଖାତିର ନକରି ଲୋକମାନଙ୍କ…