Odia News Portal

ପୁରୀରେ କରୋନା ଆଉ ଜଣେ ଆକ୍ରାନ୍ତ ; ଏବେ ସକ୍ରିୟ ୩

ପୁରୀ : ପୁରୀ ଜିଲ୍ଲାରୁ ଚି଼ହ୍ନଟ ହେଲା ଆଉ ଗୋଟେ କରୋନା ପଯେଟିଭ ନିକଟରେ ଗୋଟେ ଦିନ ତଳେ ପୁରୀ ସହର ମଧ୍ୟରୁ ୨ ଟି ପଜେଟିଭି କେଶ ଚି଼ହ୍ନଟ ହୋଇଥିଲା । ତେବେ ମଙ୍ଗଳବାର ପୁରୀ ସଦର ଗୋପ ଅଞ୍ଚଳ ରୁ ଗୋଟିଏ ପଜେଟିଭ ଚିନ୍ହଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଗୋପରେ ପଜେଟିଭ ହୋଇ ଥିବା ଏହି…

୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ() ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ୪ମାସ ହେବ ଦେଶ କରୋନା ସହ ଲଢ଼େଇ କରୁଛି । ସାରା ଦୁନିଆ ଜୀବନ ବଞ୍ଚାଇବାକୁ ଯୁଦ୍ଧ କରୁଛି । ଏହାସହ କେହି ଏଭଳି ସ୍ଥିତି ଦେଖି ନଥିଲେ କି ଶୁଣି ନଥିଲେ । ଆତ୍ମ ନିର୍ଭର ଭାରତ ଅଭିଯାନ…

ସମସ୍ତ ସେବାୟତଙ୍କୁ ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ() ନିଜର ପରିବାର ର ସୁଖ କୁ ତ୍ୟାଗ କରି ମହାପ୍ରଭୁଙ୍କ ରଥନିର୍ମାଣ ରେ ନିୟୋଜିତ ସମସ୍ଥ ସେବାୟତଙ୍କୁ ଧନ୍ୟବାଦ ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରଥନିର୍ମାଣ ରେ ନିୟୋଜିତ ସମସ୍ଥ ସେବାୟତଙ୍କ କାଲିଠୁ ହେବ କୋଭିଡ ଟେଷ୍ଟ । ରଥ ପାଇଁ କୌଣସି ଅସୁବିଧା ହେବନି । ଚାରି ବାଡ଼ ର…

କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ଅନେକ ବଲିଉଡ ତାରକା ସହାୟତାର ହାତ ବଢ଼ାଇଛନ୍ତି । ସଲମାନ ଖାନ, ଅକ୍ଷୟ କୁମାର, ଶାହାରୁଖ ଖାନଙ୍କ ଭଳି ଲୋକପ୍ରିୟ ଅଭିନେତା ନିଜ ନିଜର ସାମର୍ଥ୍ୟ ହିସାବରେ ଆର୍ଥିକ ରାଶି ଦାନ କରିଛନ୍ତି । ଏଥି ସହିତ ଏହି ଭାଇରସରେ ପ୍ରଭାବିତ ଲୋକଙ୍କୁ…

ଏବେ ଏହି ହସ୍‌ପିଟାଲ୍‌ରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର : ଓଡିଶାର ପ୍ରଥମ ବେସରକାରୀ ଡାକ୍ତରଖାନା ଭାବେ ସମ୍‌ ହସ୍‌ପିଟାଲ୍‌ରେ କୋଭିଡ୍‌-୧୯ର ପରୀକ୍ଷଣ କରାଯିବ । ରାଜ୍ୟ ସରକାର ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ଟ୍ୱିଟ କରାଯାଇଛି । ଏବେ ଭୁବନେଶ୍ୱରରେ…

ଯାଜପୁରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଯାଜପୁର ଟାଉନ : ଆଜି ଯାଜପୁର ପୌରପାଳିକାର ୮ ନଂ ୱାର୍ଡ ଅଂଚଳରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଂଚଳକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରିଛି ଜିଲାପ୍ରଶାସନ । ୱାର୍ଡ ନଂ ୧, ୮ ଏବଂ ୯ ର ଆଶିଂକ ଅଂଚଳ ଏହି କଂଟେନମେଂଟ ଜୋନ ଅଧିନରେ ରହିବ । ଏହି ଅଂଚଳର ସମସ୍ତ ପ୍ରବେଶ ଓ…

ଆଗାମୀ ୧୭ ଯାଏଁ ନିଶୁଳ୍କ ଆମ୍ବୁଲନ୍ସ ସେବା: ପ୍ରଭାତ ବିଶ୍ୱାଳ

କେନ୍ଦ୍ରାପଡା()  ଆଜି କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ୍ ସିଂହ ଗାଁର ଆଦିତ୍ୟ ପ୍ରତାପ୍ ମଲ୍ଲିକ,ବୟସ ୫୯, ଅନୁଗୁଳ ରେଙ୍ଗାଲୀ ଡ୍ୟାମ ପ୍ରୋଜେକ୍ଟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କାର୍ଯ୍ୟରତ ଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ!ପ୍ରଥମେ ତାଳଚେର ହସ୍ପିଟାଲ ଏବଂ ପରେ…

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର () ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଦେଖାଦେଇଥିବା ବେଳେ ମେ ୧୬ ତାରିଖ ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ…

ଲକ୍ ଡାଉନ ଗାଇଡ଼ଲାଇନକୁ ସମସ୍ତେ ମାନିବା ବାଧ୍ୟତାମୂଳକ

ଭୁବନେଶ୍ୱର() କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଆଜି ବିଶ୍ୱ ନର୍ସିଂ, ଫୋରେନ୍ସ ନାଇଟଙ୍ଗଲଙ୍କୁ ମନେପକାଇବାର ଦିନ । ଏହାସହ ଆଜି କରୋନା ମୁକାବିଲା କରିବା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିିଥିଲେ । କୋଭିଡ଼ କେୟାର…

୬ ଜିଲ୍ଲାରେ କୋଭିଡ଼୍ କେୟାର ସେଣ୍ଟରର ଶଯ୍ୟା ସଂଖ୍ୟା ବଢ଼ିବ

ଭୁବନେଶ୍ୱର () ସଙ୍ଗରୋଧ କେନ୍ଦ୍ରର ଉପଯୁକ୍ତ ପରିଚାଳନା ସହିତ ଜୀବନ ଜୀବିକା ଏବଂ ଅର୍ଥନୈତିକ ପୁନରୁଦ୍ଧାରକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସପ୍ତାହକ ମଧ୍ୟରେ କୋଭିଡ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିବାବେଳେ…