ୟୁଏଇରୁ ଭାରତୀୟଙ୍କ ପ୍ରତ୍ୟାବର୍ତନ ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ମସାଲା କିଙ୍ଗ୍
ଦୁବାଇ : କୋଭିଡ୍-୧୯ ମହାମାରୀ ଯୋଗୁଁ ୟୁଏଇରୁ ଭାରତରୁ ଫେରିବାକୁ ଅପେକ୍ଷା କରିଥିବା ହଜାର ହଜାର ଭାରତୀୟଙ୍କ ପାଇଁ ଏକ ଆଶାଜନକ ଖବର ଆସିଛି । ଏହି ଦୁଇ ଦେଶ ମଧ୍ୟରେ ରହିଥିବା ବିମାନ ଚଳାଚଳ ପୁଣିଥରେ ଆରମ୍ଭ ହୋଇଥିବା ବେଳେ ଭାରତୀୟ କନ୍ସୁଲେଟ୍ ସହ ନାମ ପଞ୍ଜୀକରଣ କରିବା ପ୍ରକ୍ରିୟା ଓ…
