ଭୁବନେଶ୍ୱରରେ ଲକ୍ ଡ଼ାଉନ ଆଚରଣ ମାନିଲେ ବନ୍ଜାରା
ଭୁବନେଶ୍ୱର : ମହାମାରୀ କରୋନାକୁ ବିଶ୍ୱ ଆତଙ୍କ ବୋଲି ଆଖ୍ୟା ଦିଆଯାଉଥିବା ବେଳେ ଗ୍ରାମରୁ ସହର ସମସ୍ତ ସ୍ଥାନରେ ତାହାର ପ୍ରଭାବ ରହିଛି । ତେବେ କରୋନା ପ୍ରତିରୋଧ ନିମନ୍ତେ ଜାରି ରହିଥିବା ଲକ୍ ଡ଼ାଉନ୍ ଅବସ୍ଥା ସମସ୍ତଙ୍କୁ ଏକ ପ୍ରକାର ବନ୍ଦୀ ଭାବେ ରଖି ଦେଇଥିବା ବେଳେ ଏହାର ସୁପରିଚାଳନାର…
