ନୂଆ ୧୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର() ଆଜି ସକାଳେ ଚିହ୍ନଟ ହୋଇଥିବା ନୂଆ ୧୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୧୪ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଗଞ୍ଜାମର ଚିହ୍ନଟ ହୋଇଥିବା ୧୨ଆକ୍ରାନ୍ତ ସୁରଟ ଫେରନ୍ତା ଓ କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ବି…
