Odia News Portal

ସଙ୍ଗରୋଧରେ ରହିବେ ସେବାୟତ

ପୁରୀ : ଜୁନ୍‌ ୨୩ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ମହାମାରୀ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଜୋରଦାର ଚାଲିଛି। ପ୍ରଶାସନିକ ଶୁଙ୍ଖଳା ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସମସ୍ତ ସେବାୟତ ରବିବାର ଦିନଠୁ ସଙ୍ଗରୋଧରେ ରହିବେ। ୩ଟି ଭକ୍ତ…

ଶିଳ୍ପାଙ୍କର ଆଉ ଏକ ମଜାଦାର ଟିକ୍‌ଟକ୍‌ ଭିଡିଓ ଖୁବ୍‌ ଭାଇରାଲ

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଏବେ ଘରେ ବନ୍ଦୀ ଜୀବନ ବିତାଉଛନ୍ତି। ଏଣୁ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା ଦେଖିବାକୁ ମିଳିଛି। ଲକ୍‌ଡାଉନ୍‌ ବେଳେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍‌ ଅଛନ୍ତି। ସେ ସ୍ୱାମୀ ରାଜ୍‌ କୁନ୍ଦ୍ରାଙ୍କ ସହ କେତେକ…

ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରେ ଗଞ୍ଜାମରେ ୭ , ବୌଦ୍ଧରେ ୩, ଯାଜପୁରରେ ଜଣେ, ଅନୁଗୁଳରେ ୨ ଓ ପୁରୀରେ ୨ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ…

ବାଲୁକାଶିଳ୍ପୀ ସୁଦର୍ଶନଙ୍କ ‘ମା ତୁଝେ ସଲାମ’ ବାର୍ତ୍ତା

ପୁରୀ : ମେ ମାସର ଦ୍ବିତୀୟ ରବିବାରକୁ ସାରା ଭାରତବାସୀ ମାତୃ ଦିବସ ଭାବେ ପାଳନ କରିଥାନ୍ତି । ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏହି ଦିବସର ଅଭିନନ୍ଦନ ଜଣାଇଛନ୍ତି । କିନ୍ତୁ ଚଳିତ ବର୍ଷ ମାତୃ ଦିବସରେ ଏକ ଭିନ୍ନ ଧରଣର ବାର୍ତ୍ତା…

ଦିଲ୍ଲୀରେ ଝଡ଼ ବର୍ଷା ସହ ଭୂକମ୍ପ

ନୂଆଦିଲ୍ଲୀ : ଗୋଟିଏ ପକ୍ଷରେ ଦିଲ୍ଲୀ କରୋନା ଭାଇରସ୍‌ ସଂକ୍ରମଣ ସହ ଯୁଦ୍ଧ କରୁଥିବା ବେଳେ ଦିଲ୍ଲୀରେ ଆଜି ପୁଣି ଥରେ ଭୂମିକମ୍ପ ଅନୂଭୁତ ହୋଇଛି । ରିଚର ସ୍କେଲ୍‌ରେ ଭୂମିକମ୍ପର ସାନ୍ଦ୍ରତା ୩.୫ ଥିବା ଜଣାଯାଇଛି । ଭୂକମ୍ପରେ କୈାଣସି କ୍ଷୟ କ୍ଷତି ହୋଇନାହିଁ । ଚଳିତ ଗୋଟିଏ ମାସ ମଧ୍ୟରେ…

ଲିଭିଂଗ ହ୍ୟୁମାନିଟି ପକ୍ଷରୁ ଦୃଷ୍ଟିହୀନ ପରିବାରଙ୍କୁ ସହାୟତା ଓ ସଚେତନତା

ଭୁବନେଶ୍ବର : ଲିଭିଂଗ ହ୍ୟୁମାନିଟି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ଥିବା କିଛି ଦୃଷ୍ଟିହୀନ ପରିବାରଙ୍କ ଅସୁବିଧା ବିଷୟରେ ଖଵର ପାଇ ପହଞ୍ଚି ସେମାନଙ୍କୁ ମାସକର ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ଖାଦ୍ୟ, ପରିଵା, ରାସନ ସାମଗ୍ରୀ, ବିସ୍କୁଟ, ମାସ୍କ ଇତ୍ୟାଦି ଦେଵା ସହ ସେମାନଙ୍କୁ କରୋନା…

ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଆଜି ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରେ ୪ ଜଣ ନୂଆ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାରେ ଆଉ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ ରାଜ୍ୟରେ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି କ୍ରମରେ ରାଜ୍ୟରେ କରୋନା…

ଏୟାର ଇଣ୍ଡିଆର ୫ ପାଇଲଟ କରୋନା ପଜିଟିଭ

ଦେଶରେ କରୋନା ଭାଇରସ ବହୁତ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଯେଉଁମାନେ ଦେଶବାସୀଙ୍କ ସୁରକ୍ଷା ପାଇଁ କରୋନା ମୁକବିଲାରେ ଲଢ଼େଇ କରୁଛନ୍ତି ସେମାନଙ୍କୁ ମଧ୍ୟ ଛାଡୁନି କରୋନା। ସେ ପୋଲିସ ହୁଅନ୍ତୁ କିମ୍ବା ଡାକ୍ତର, ଏମାନେ କରୋନା ସଂକ୍ରମିତ ହୋଇଥିବା ଶୁଣିଥିବେ କିନ୍ତୁ ଏବେ ଏବେ ଖବର…

“ଅମୃତ ଆହାର”କାର୍ଯ୍ୟକ୍ରମର ୧୦୦ ତମ ସପ୍ତାହ ଉପଲକ୍ଷେ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର() ସାମାଜିକ ଅନୁଷ୍ଠାନ ସମର୍ପିତ ଓଡ଼ିଶା ର ଅନନ୍ୟ କାର୍ଯ୍ୟକ୍ରମ "ଅମୃତ ଆହାର" ଆଜିକୁ ଦୁଇବର୍ଷ ତଳୁ ପ୍ରତ୍ୟେକ ରବିବାର ଦିନ ବିଭିନ୍ନ ଅନାଥାଶ୍ରମ, ବୃଦ୍ଧାଶ୍ରମ ଓ ବିଭିନ୍ନ ଡାକ୍ତରଖାନାରେ ନିରନ୍ତର ଭାବେ ଖାଦ୍ୟ ବଣ୍ଟନ କରିଆସୁଛି ।ଆଜି ୧୦୦ ତମ_ସପ୍ତାହ ଅବସରରେ ମଞ୍ଚେଶ୍ବର…

ଷ୍ଟେଜ୍-୩ରେ ଓଡ଼ିଶା

ଭୁବନେଶ୍ୱର() ଷ୍ଟେଜ୍-୩ ପାଦଦେଶରେ ଓଡ଼ିଶା ପହଞ୍ଚିଛି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ତେବେ କରୋନା ମହାମାରୀକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ ସଂକ୍ରମଣର ମାତ୍ରା ବଢ଼ି ଚାଲିଛି । କିନ୍ତୁ…