Odia News Portal

ଏହି ରାଜ୍ୟରେ ବର୍ଷେ ପାଇଁ ପାନ, ଗୁଟଖା ବ୍ୟାନ

ରାଞ୍ଚି : କୋରୋନା ସଂକଟ ସମୟରେ ରାଜକୋଷରେ ଅର୍ଥ ଚିନ୍ତା ସରକାରଙ୍କୁ ମାଡ଼ି ପଡ଼ୁଥିବା ବେଳେ, ରାଜ୍ୟ ସରକାର ଜନହିତ ଉଦେଶ୍ୟରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଝାଡ଼ଖଣ୍ଡ ସରକାର ଆଗାମୀ ବର୍ଷେ ପାଇଁ ରାଜ୍ୟରେ ପାନ ଗୁଟଖା ସହିତ ଅନ୍ୟାନ୍ୟ ଅବକାରୀ ସାମଗ୍ରୀକୁ ବ୍ୟାନ…

ଅତିରିକ୍ତ ନିର୍ଦ୍ଦେଶକ ଦେବୀପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ୱ

ପୁରୀ : ରଥକାମ କରୁଥିବା ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ସ୍ୱାସ୍ଥ୍ୟଯାଞ୍ଚ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ପୁରୀ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଦେବୀପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଲିଆଜନିଂ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ସକାଳୁ ସକାଳୁ ଭାଇ,ବନ୍ଧୁ,ନିକଟ ସମ୍ପର୍କୀୟ କିମ୍ବା ଆତ୍ମୀୟ ମାନଙ୍କ ସାହାଯ୍ୟରୁ ଅର୍ଥ ପାଇବେ ।  କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି ।  ବିବାଦୀୟ ଘଟଣାରେ କୈାଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ । …

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ସୁନ୍ଦରଗଡ଼ ଆଉ ଜଣେ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ତେବେ…

୨୦୦ ଲିଟର ଦେଶୀମଦ ଜବତ ସହ ୮ ଗିରଫ

ଟାଙ୍ଗୀ : କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳୀ ଚୋରା ମଦ ବ୍ୟମସାୟୀଙ୍କୁ ସୁହାଇଛି ଲକକ୍‌ଡାଉନ୍‌ । ବଢି ଚାଲିଛି ଚୋରା ମଦ ବ୍ୟବସାୟୀଙ୍କ ପ୍ରାଦ୍‌ଭାବ । ଗତ କାଲି ରାତିରେ  ଟାଙ୍ଗୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୨୦୦ ଲିଟର ଦେଶୀ ମଦ ସହିତ ୮ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ୫ଟି…

କୋଭିଡ ପ୍ରଭାବିତ ଜିଲ୍ଲା ପାଇଁ ଆଲୋଚନା କଲେ ଡ଼ିଜି

କଟକ : ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଆଜି ରାଜ୍ୟର ସମସ୍ତ ରେଂଜ ଆଇ.ଜି, ଡି.ଆଇ.ଜି ଏବଂ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।ଆଜିର ଏହି ବୈଠକରେ ନିମ୍ନଲିଖିତ ପ୍ରସଙ୍ଗ ଉପରେ ବିଷଦ…

ଝିଅର ନାମ ‘କରୋନା’ ଦେଲେ ଏହି ସାଂସଦ

କାଲକାତା : ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଥମିବାର ନାଁ ନେଉନାହିଁ । ପରିସ୍ଥିତି ଏଭଳି ହୋଇଛି ଯେ ଲୋକମାନେ ‘କରୋନା’ ଶବ୍ଦ ଶୁଣିବା ମାତ୍ରେ ଭୟଭୀତ ହୋଇଯାଉଛନ୍ତି । କିନ୍ତୁ ପଶ୍ଚିମବଙ୍ଗର ଆରାମବାଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ଅପରୂପା ପୋଦ୍ଦାର ନିଜର ନବଜାତ କନ୍ୟାର ନାମ…

ମଇଦାନକୁ ଓହ୍ଲାଇଲା ସଲମାନଙ୍କ ଫୁଡ୍ ଟ୍ରକ୍ ‘ବିଙ୍ଗ୍ ହଙ୍ଗରୀ’

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନ ସର୍ବଦା ଲୋକଙ୍କ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥାନ୍ତି । ବର୍ତ୍ତମାନ କରୋନା ଭାଇରସ ଯୋଗୁଁ ଦେଶ ଅନେକ ସଙ୍କଟ ଦେଇ ଗତି କରୁଛି । ସାରା ଦେଶରେ ଲକ ଡାଉନ ଜାରି ରହିଛି । ଏଭଳି ସ୍ଥିତିରେ ସଲମାନ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେ…

କଟକରେ ସବୁ ମଦ ଦୋକାନ ସିଲ୍

କଟକ : କଟକରେ ସବୁ ମଦ ଦୋକନ ସିଲ୍।  କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାକୁ ଲାଗିଛି। ତେଣୁ କଟକରେ ସବୁ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମଦ ଦୋକାନ ଗୁଡିକ ସିଲ୍ ରହିବ ବୋଲି ଜିଲ୍ଲାପାଳ ସୂଚନା…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବହି ବଣ୍ଟନ ପାଇଁ ଗାଇଡ୍‌ ଲାଇନ୍‌

ଭୁବନେଶ୍ବର : ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବହି ବାଣ୍ଟିବା ପାଇଁ ନିୟମାବଳୀ ଜାରି କରାଯାଇଛି । ଅଭିଭାବକମାନେ ବହି ଆଣିବା ପାଇଁ ସ୍କୁଲକୁ ଯିବେ । ଏହି ସମୟରେ ଅଭିଭାବକମାନେ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍‌ ଲାଇନ୍‌ ଅନୁସାରେ ମାସ୍କ ପିନ୍ଧିବେ କିମ୍ବା ମୁହଁକୁ କପଡାରେ ଘୋଡାଇବେ…