Odia News Portal

ମୟୁରଭଞ୍ଜରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ମୟୁରଭଞ୍ଜର । ମୟୁରଭଞ୍ଜରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ପ୍ରବେଶ କରିବା ପୂର୍ବରୁ ଟେଷ୍ଟ କରିବାକୁ ନିର୍ଦ୍ଦେଶ

କଟକ() ରାଜ୍ୟ ବାହାରେ ଲକ୍ ଡାଉନ ପାଇଁ ବହୁ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି । ଏନେଇ ଓଡ଼ିଶାକୁ ଆସିବାକୁ ସରକାର ବହୁ ପଦକ୍ଷେପ ନେଇଛନ୍ତି । କିନ୍ତୁ ଓଡ଼ିଶାକୁ ପ୍ରବେଶ କରିବା ପୂର୍ବରୁ କରୋନା ଟେଷ୍ଟ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରଥମେ ନମୁନା ପରୀକ୍ଷା କରାଯିବ ଯଦି…

ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ

ଭୁବନେଶ୍ୱର() ବିଶାଖପାଟଣାରେ ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଅସୁସ୍ଥତା ଦ୍ରୁତ ଆରୋଗ୍ୟ କାମନା କରିବା ସହ ମୃତକଙ୍କ ପରିବାର ବର୍ଗ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ନବୀନ । ଏହା ସହ ଏହି ଘଟଣାରେ ଦୁଃଖ ପ୍ରକାଶ…

ବିଷାକ୍ତ ଗ୍ୟାସ ଲିକ ହୋଇ ୧୧ ମୃତ,୫୦୦୦ରୁ ଅଧିକ ଗୁରୁତର

ବିଶାଖପାଟଣା() ଆଜି ଆନ୍ଧ୍ରପ୍ରଦେଶ ବିଶାଖପାଟଣାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବିଷାକ୍ତ ଗ୍ୟାସ ଲିକ ହୋଇଥିବା ସୂଚନା ରହିଛି । ଏହି ଗ୍ୟାସ ଲିକ୍ ଘଟଣାରେ ସକାଳେ ମୃତ୍ୟୁ ସଂଖ୍ୟା ୫ ଥିବା ବେଳେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏହାସହ ୫୦୦୦ରୁ ଅଧିକ ଲୋକ ଗୁରୁତର…

ରେଡ଼ ଜୋନରେ ସାମିଲ ହେଲା ରାଜ୍ୟର ଆଉ ଏକ ଜିଲ୍ଲା

ଗଞ୍ଜାମ() ଗଞ୍ଜାମ ଜିଲ୍ଲାକୁ ରେଡ଼ ଜୋନ ଘୋଷଣା କରିଛନ୍ତି ସରକାର । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ସରକାର ଏହୀପରି ନିଷ୍ପତ୍ତି ନେଇଛନ୍ତି । ଆଜି ଦିନକରେ ଗଞ୍ଜାମ ଜିଲ୍ଲାରେ ୧୭ଜଣ ପଜିଟିଭ୍ ବାହାରିଛନ୍ତି । ଜଗତସିଂହପୁର ଓ ମୟୁରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ଜୋନ ଘୋଷଣା…

ଓରିଫ୍ଲେମର ନୂତନ ନୋଭଏଜ ଫେସ ମାସ୍କ

ଭୁବନେଶ୍ୱର : ଭାରତରେ ଫେସ ମାସ୍କର ଚାହିଦାକୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ୱେଡିସ ବିୟୁଟି ବ୍ରାଣ୍ଡ, ଓରିଫ୍ଲେମ ପକ୍ଷରୁ ଏହାର ନୋଭ୍‌ଏଜ ଫେସ ମାସ୍କର ଦୁଇଟି ନୂତନ ରେଞ୍ଜର ଶୁଭାରମ୍ଭ କରାଯାଇଛି । ନୋଭଏଜ ଷ୍ଟ୍ରେଦେନିଙ୍ଗ ଫେସ ମାସ୍କ ଏବଂ ନୋଭ୍‌ଏଜ ରିପ୍ଲେନିସିଙ୍ଗ ଫେସ ମାସ୍କରେ…

ଓଡ଼ିଶା ବାହାରକୁ ଯିବା ପାଇଁ ଇ-ପାସ

ଭୁବନେଶ୍ୱର : ଓଡ଼ିଶାରୁ ବାହାର ରାଜ୍ୟକୁ ଯିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ଇ-ପାସ୍‌ ବ୍ୟବସ୍ଥା । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଓଡ଼ିଶାରେ ଅଟକି ରହିଥିବା ବାହାର ରାଜ୍ୟର ଲୋକେ ଏହି ଇ-ପାସ୍‌ ସହାୟତାରେ ନିଜ ଘରକୁ ଫେରିପାରିବେ ।…

ସହରରେ ସକ୍ରିୟ ହେଉଛନ୍ତି ଜେଲରୁ ଖଲାସ ହୋଇଥିବା ଅପରାଧି

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ଜେଲ୍‍ ଗୁଡିକରେ ଭିଡ କମାଇବାପାଇଁ ଅନେକ ବନ୍ଦୀଙ୍କୁ ଜାମିନରେ ଛଡାଯାଇଛି । ତେବେ ଜେଲ୍‍ରୁ ଖଲାସ ହୋଇଥିବା ବନ୍ଦୀଙ୍କ ମଧ୍ୟରେ ରାଜଧାନୀର ଅନେକ ଜଣାଶୁଣା ଅପରାଧି ଓ ଚୋର ଥିବାରୁ କମିଶନରେଟ ପୁଲିସ୍‍ର ଚିନ୍ତା ବଢିଛି । ଲକ୍‍ଡାଉନ୍‍ ସମୟରେ ଯଦିଓ ଏମାନେ…

ରାଜ୍ୟର ୮ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି

ଭୁବନେଶ୍ବର : ୮ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରି କଲା ପାଣି ପାଗ ବିଭାଗ। କାଲି ସକାଳ ୮.୪୫ ମଧ୍ୟରେ  ଓଡିଶାର କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କନାଳ ଓ ରାୟଗଡାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୩୦-୪୦ କି.ମି ବେଗରେ ପବନ ଓ ଘଡଘଡି ସହ ବର୍ଷା ହେବ…

ରାଜ୍ୟରେ ପୁଣି ୨୦ ପଜି଼ିଟିଭ୍‌

ଭୁବନେଶ୍ବର: ରାଜ୍ୟରେ ପୁଣି ୨୦ ପଜି଼ିଟିଭ୍‌। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବ ‌ସାଇଟ୍‌ରୁ ସୂଚନା ଦିଆଯାଇଛି. କେବଳ ଗଞ୍ଜାମ ଜିଲ୍ଲାରେ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ୍‌ଙ୍କ ସଂଖ୍ୟା…