କରୋନା ସଂକ୍ରମଣ ରୋକିବାକୁ ଇଟାଲୀ ପ୍ରସ୍ତୁତ କଲା ଭ୍ୟାକସିନ
ଇଟାଲି: ଖୁବ ଶୀଘ୍ର କାବୁ ହେବ ମାରାତ୍ମକ କରୋନା । ଏଭଳି ଆଶା ସଂଚାର କରିଛି ଇଟାଲୀ । କରୋନା ସଂକ୍ରମଣ ରୋକିବାକୁ ପ୍ରସ୍ତୁତ ହୋଇଛି ଭ୍ୟାକସିନ । ଇଟାଲୀର ଗବେଷକ କୋଭିଡ ୧୯ ସଂକ୍ରମଣକୁ ରୋକିବାକୁ ଭ୍ୟାକସନ ପ୍ରସ୍ତୁତ କରିବାରେ ବୃହତ ସଫଳତା ହାସଲ କରିଥିବା ଦାବି କରିଛି। ଗବେଷକ ଦଳ ଏହି…
