କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଦେବାପାଇଁ ବାହାରିଲେ ପରିବାର
କଟକ : କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଦେବାପାଇଁ ବାହାରିଲେ ପରିବାର। ଏମିତି କିଛି ନିଆରା ଘଟଣା ଦେଖିବାକୁ ମିଳିଛି କଟକ ସହରର ବାଦାମ ବାଡ଼ି ଥାନା ରେ। ଆଜି ଆରତୀ ବେହେରା ନାମକ ଜଣେ ବୃଦ୍ଧ ମହିଳା ନିଜର ବୋହୁ ଓ ନାତୁଣୀ ଙ୍କୁ ଧରି ଆସି ପହଞ୍ଚିଥିଲେ କଟକ ବାଦାମବାଡ଼ି ଥାନାରେ।…
